36 ମିସର୍ ଦେସେ, ଲଇତ୍ ସାଗରେ ଆରି ଚାଲିସ୍ ବରସ୍ ମରୁବାଲି ବୁଏଁ କେତେକ୍ କେତେକ୍ କାବା ଅଇଜିବା କାମ୍ମନ୍ ଆରି ଚିନ୍ମନ୍ କଲା ।
ଜିସୁ ତାକେ କଇଲା, “ତମେ କାବା ଅଇଜିବାଟା ଆରି କେବେ ନ ଅଇଲା ପାରା କାମର୍ ଚିନ୍ମନ୍ ନ ଦେକ୍ଲେ କେବେ ମିସା ମକେ ବିସ୍ବାସ୍ ନ କରାସ୍ ।”
ଆରି ଚାଲିସ୍ ବରସ୍ ଜାକ ମରୁବାଲିବୁଏଁ ସେମନର୍ ସାଦ୍ବାନ୍ଦ୍ କଲାଟା ମୁରଚ୍ଲା ।
ସେଟାର୍ପାଇ ପର୍ମେସର୍ ସେମନ୍କେ ଦେକେନାଇ ଆରି ସେମନ୍କେ, ଆକାସର୍ ତାରାମନ୍ ପୁଜା କରତ୍ ବଲି ଚାଡିଦେଲା । ଏ ବିସଇ ବବିସତ୍ବକ୍ତାର୍ ବଇଟାନେ ଲେକା ଆଚେ, “ଏ ଇସ୍ରାଏଲ୍ ବଁସର୍ ଲକ୍ମନ୍, ମରୁବାଲି ବୁଏଁ ଚାଲିସ୍ବରସ୍ ଜାକ ତମେ ପସୁମନ୍କେ ମରାଇକରି ବଲି ଇସାବେ ଦେଲାସ୍ । ମାତର୍ ସେଟା ମର୍ପାଇ ଦେଇ ନ ରଇଲାସ୍ ।
ଜେନ୍ତାର୍, ମରୁବାଲି ବୁଏଁ ତମର୍ ଆନିଦାଦିମନ୍ ମାପ୍ରୁକେ ପରିକା କଲାଇ ଆରି ତାର୍ ବିରଦେ ଟିଆ ଅଇଲାଇ, ସେ ରକାମ୍ ତମେ ନିଜର୍ ମନ୍ ଆଁଟ୍ କରାନାଇ ।”
କାଇକେବଇଲେ ସେ ଜେତ୍କି କରିରଇବା କାବାଅଇଜିବା କାମ୍ମନ୍ ଚାଲିସ୍ ବରସ୍ଜାକ ଦେକ୍ଲେ ମିସା, ସେମନ୍ ତାର୍ ବପୁକେ ପରିକା କରିଲାଗିରଇଲା ।
ଏ ନୁଆ ରାଜିନାମା ଆଗର୍ ରାଜିନାମା ପାରା ନ ରଏ । ସେ ରାଜିନାମା ତାକର୍ ଆନିଦାଦିମନ୍କେ ମିସର୍ଦେସେଅନି ଡାକି ଆନ୍ଲାବେଲେ ମୁଇ କରିରଇଲି । ଆଗର୍ ରାଜିନାମାର୍ ମର୍ ଆଦେସ୍ ସବୁ ସେମନ୍ ମାନତ୍ନାଇ । ତେବର୍ପାଇ ମୁଇ ଆରି ସେମନର୍ବାଟେ ନ ଦେକି ।