ପେରିତ୍ 7:35 - ସତିଅର୍ ବାଟ୍ ନୁଆ ନିୟମ୍ 202035 ମସାକେ ଇସ୍ରାଏଲର୍ ଲକ୍ମନ୍ ନିଚ୍ତେରଇଲାଇ । ସେମନ୍ ପାଚାରି ରଇଲାଇ, “ଆମ୍କେ ସାସନ୍ କର୍ବାକେ ଆରି ଆମ୍କେ ବିଚାର୍ କର୍ବାକେ କେ ଅଦିକାର୍ ଦେଇଆଚେ ?” ମାତର୍ ପର୍ମେସର୍ ଆକା ନିଜେ ମସାକେ ସେ ଲକ୍ମନର୍ ଉପ୍ରେ ସାସନ୍ କର୍ବାକେ ଆରି ସେମନ୍କେ ମୁକ୍ଲାଇ ଆନ୍ବାକେ ପାଟାଇରଇଲା । ଜଇଲାଗ୍ବା ବୁଟାଇ ଦର୍ସନ୍ ଇସାବେ ଦେକାଇଅଇଲା । အခန်းကိုကြည့်ပါ။ |