27 ମାତର୍ ଜନ୍ ଲକ୍ ଆରିଗଟେକ୍ ଲକ୍କେ କାରାପ୍ କାତା କଇ ଲାଗ୍ତେରଇଲା, ସେ ମସାକେ ଏଡାଇଦେଇ କଇଲା, “ଆମ୍କେ ସାସନ୍ କର୍ବାକେ ଆରି ଆମ୍କେ ବିଚାର୍ କର୍ବା ଅଦିକାର୍, କେ ତକେ ଦେଇଆଚେ ?
ଜିସୁ ମନ୍ଦିରେ ବାଉଡି ଆସି ତେଇ ସିକିଆ ଦେଇତେ ରଇଲା ବେଲେ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ତାକେ ପାଚାର୍ଲାଇ, “କାଇ ଅଦିକାରେ ତୁଇ ଏ ସବୁ କାମ୍ କଲୁସ୍ନି ? ତକେ ଏ ଅଦିକାର୍ କେ ଦେଲା ?”
ଏଟା ସୁନି ଜିସୁ ତାକେ କଇଲା, “ଏ ମଇତର୍, ତମର୍ ବିତ୍ରେ ନିଆଇ କର୍ବାକେ ଆରି ଦନ୍ସଁପତି ବାଗ୍ବାଟା କରିଦେବାକେ ମକେ କେ ଅଦିକାର୍ ଦେଲାଆଚେ ?”
ପେରିତ୍ମନ୍କେ ସେମନର୍ ମୁଆଟେ ଡାକାଇ ପାଚାର୍ଲାଇ, “ତମେ ଏଟା ସବୁ କେନ୍ତାର୍ କଲାସ୍ନି ? କାର୍ ବପୁସଙ୍ଗ୍ ନଇଲେ କାର୍ ନାଉଁଦାରି ଏଟା କଲାସ୍ନି ?”
ବଡ୍ସବାର୍ ଲକ୍ମନ୍ ଏ କାତା ସୁନି ଏତେକ୍ ରିସାଅଇଗାଲାଇ ଜେ, ପେରିତ୍ମନ୍କେ ମରାଇବାକେ ମନ୍ କଲାଇ ।
ମସାକେ ଇସ୍ରାଏଲର୍ ଲକ୍ମନ୍ ନିଚ୍ତେରଇଲାଇ । ସେମନ୍ ପାଚାରି ରଇଲାଇ, “ଆମ୍କେ ସାସନ୍ କର୍ବାକେ ଆରି ଆମ୍କେ ବିଚାର୍ କର୍ବାକେ କେ ଅଦିକାର୍ ଦେଇଆଚେ ?” ମାତର୍ ପର୍ମେସର୍ ଆକା ନିଜେ ମସାକେ ସେ ଲକ୍ମନର୍ ଉପ୍ରେ ସାସନ୍ କର୍ବାକେ ଆରି ସେମନ୍କେ ମୁକ୍ଲାଇ ଆନ୍ବାକେ ପାଟାଇରଇଲା । ଜଇଲାଗ୍ବା ବୁଟାଇ ଦର୍ସନ୍ ଇସାବେ ଦେକାଇଅଇଲା ।
“ମାତର୍ ଆମର୍ ପୁର୍ବର୍ ଆନିଦାଦିମନ୍ ମସାର୍ କାତା ସୁନତ୍ ନାଇ । ମିସର୍ ଦେସେ ବାଉଡି ଜୁ ବଲି ମନ୍କଲାଇ ।”
ବଡ୍ ସବାର୍ ଲକ୍ମନ୍ ତିପାନ୍ କାତା ଅଇବାଟା ସୁନିକରି ବେସି ରିସା ଅଇଗାଲାଇ ଆରି ରିସାର୍ ମାଡେ ଦାତ୍ କାତ୍ରି ଅଇଲାଇ ।