20 ସେ ବେଲାଇ ମସା ଜନମ୍ ଅଇଲା । ସେ ଗଟେକ୍ ବେସି ସୁନ୍ଦର୍ ପିଲା ରଇଲା । ତାକେ ତିନ୍ ମାସ୍ ଜାକ ଗରେସେ ପସ୍ଲାଇ ।
ମସାର୍ ଆୟାବାବାମନ୍ ତାକର୍ ବିସ୍ବାସର୍ ଲାଗି ଏବ୍ରିଅମନର୍ ପିଲାଟକିକେ ମରାଇବାର୍ ଆଚେ ବଲି ରାଜା ଆଦେସ୍ ଦେଇରଇଲା ମିସା, ସେମନ୍ ମସା ଜନମ୍ ଅଇଲାକେ ତାକେ ତିନ୍ମାସ୍ ଲୁଚାଇକରି ସଙ୍ଗଇଲାଇ । ସେ ଗଟେକ୍ ସୁନ୍ଦର୍ ପିଲା ବଲି ସେମନ୍ ଦେକ୍ଲାଇ । ରାଜା ଆଦେସ୍ କଲାଟାକେ ସେମନ୍ ଡରତ୍ ନାଇ ।