ପେରିତ୍ 6:8 - ସତିଅର୍ ବାଟ୍ ନୁଆ ନିୟମ୍ 20208 ପର୍ମେସର୍ଟାନେ ବେସି ଆସିର୍ବାଦ୍ ପାଇ ଆରି ବପୁ ସଙ୍ଗ୍ ପୁରୁନ୍ ଅଇରଇବା ତିପାନ୍, ଲକ୍ମନର୍ ବିତ୍ରେ ବେସି ନ ଅଇବା କାମ୍ମନ୍, କାବା ଅଇଜିବା କାମ୍ମନ୍ ସାଦନ୍ କଲା । အခန်းကိုကြည့်ပါ။ |
ଦଲର୍ ସବୁ ଲକ୍ ପେରିତ୍ ସିସ୍ମନର୍ କଇଲା କାତାଇ ରାଜିଅଇଲାଇ, ଆରି ଏ କାମ୍ କର୍ବାକେ ବିସ୍ବାସ୍ ଆରି ସୁକଲ୍ ଆତ୍ମାଇ ପୁରୁନ୍ ଅଇରଇବା ତିପାନ୍ ନାଉଁର୍ ଗଟେକ୍ ଲକ୍, ଆରି ପିଲିପ୍, ପକ୍ରସ୍, ନିକାନର, ତିମନ୍, ପର୍ମନା ଆରି ଆଗେ ଜିଉଦି ଦରମ୍ ବିସ୍ବାସ୍ କରିରଇବା, ଆନ୍ଟିକିୟଇ ଅନି ଆସିରଇବା ଗଟେକ୍ ଜିଉଦି ନ ଅଇଲା, ନିକଲାୟକେ ବାଚ୍ଲାଇ ।