2 ସେଟାର୍ ପାଇ ବାର୍ଟା ପେରିତ୍ ସିସ୍ମନ୍ ସବୁ ବିସ୍ବାସିମନ୍କେ ରୁଣ୍ଡାଇକରି କଇଲାଇ, “କାଇବାଟା ବାଟାକର୍ବାର୍ ଆଚେ ବଲିକରି ପର୍ମେସରର୍ ବାକିଅ ସିକାଇବାଟା ଜଦି ଆମେ ଏଲା କର୍ବୁ ବଇଲେ ସେଟା ନିକ ବିସଇ ନଏଁ ।
ତମେ ଇତି କେଟିଆଚାସ୍ ବଲି ସେମନ୍ ସତ୍ସେ ସୁନ୍ବାଇ । ସେନ୍ତି ଆଲେ କାଇଟା କରିଅଇସି ?
କାଇକେବଇଲେ ଗଟେକ୍ ବନ୍ଦିର୍ ବିରଦର୍ ଦାବା ନିକସଙ୍ଗ୍ ନ ଦେକାଇ, ବଡ୍ସାସନ୍କାରିଆର୍ ଲଗେ ପାଟାଇବାଟା ଟିକ୍ ନଏଁ ବଲି ମୁଇ ବାବ୍ଲିନି ।”
ମାତର୍ ପିତର୍ ଆରି ଜଅନ୍ କଇଲାଇ, “ତମର୍ ବାଦିଅ ଅଇବୁ, କି ପରମେସରର୍ ବାଦିଅ ଅଇବୁ, କନ୍ ବିସଇ ପରମେସରର୍ ମୁଆଟେ ଟିକ୍ ସେଟା ତମେ ବିଚାର୍ କରା ।
ସେ ବେଲା, ବେସି ଜିଉଦି ଲକ୍ମନ୍ ଜିସୁର୍ ସିସ୍ ଅଇ ଆଇଲାଇ । ଗିରିକ୍ ବାସା କଇତେରଇବା ଜିଉଦିମନ୍, ଏବ୍ରି ବାସା କଇତେରଇବା ଜିଉଦିମନର୍ ବିରୁଦେ କାତା ଉଟାଇଲାଇ । କାଇକେବଇଲେ ଗିରିକ୍ ବାସାଇ କାତା ଅଇବା ଜିଉଦିମନ୍, ରାଣ୍ଡିମନ୍କେ ଦିନ୍କର୍ କାଦି ବାଟା କଲାବେଲେ ତାକର୍ ରାଣ୍ଡିମନ୍କେ ଏଲା କର୍ତେରଇଲାଇ ପନି ।
ସେଟାର୍ ପାଇ ଏ ବାଇବଇନିମନ୍, ତମର୍ ବିତ୍ରେଅନି ସୁକଲ୍ଆତ୍ମାଇ ଆରି ଗିଆନେ ପୁରାପୁରୁନ୍ ଅଇରଇବା ଲକ୍ ବଲି ସବୁଲକ୍ ଜାନିରଇବା ସାତ୍ ଲକ୍କେ ବାଚା । ଆମେ ସେମନ୍କେ ଏ ସବୁ ବିସଇ କର୍ବାକେ ଦାଇତ୍ ଦେବୁ ।
ଗଟେକ୍ ସନିଅର୍ ବିସଇ ବାବିଦେକା । ସଇନ ଜୁଇଦ୍କେ ଜିବାକେ ଜାଗ୍ରତ୍ ଅଇବାବେଲେ, ଏ ଜଗତର୍ ବିସଇ କର୍ବାକେ ମନ୍ ନ ଦେଏ । କାଇକେବଇଲେ, ସେ ତାର୍ ଉପ୍ରର୍ ଅଦିକାରିକେ ସାର୍ଦା କରାଇବାକେ ମନ୍ କର୍ସି ।