7 ପାକାପାକି ତିନ୍ଗଁଟା ପଚେ ଅନନିୟର୍ ମାଇଜି ତେଇ ଆସି କେଟ୍ଲା । ସେ, ଏ ଗଟ୍ନା ନାଜାନି ରଇଲା ।
ଦଲର୍ ଦାଙ୍ଗ୍ଡାମନ୍ ଅନନିୟର୍ ମଲା ଗାଗଡ୍ ଲୁଗାଇ ଗୁଡିଆଇକରି ବାଇରେ ବଇକରି ଦାରିଗାଲାଇ ଆରି ତପିଦେଲାଇ ।
ପିତର୍ ତାକେ ପାଚାର୍ଲା “ମକେ କ ପନି, ତୁଇ ଆରି ତର୍ ମୁନୁସ୍ ଜେତ୍କି ଜମି ବିକ୍ଲାସ୍, ଏଟା କାଇ ତାର୍ ପୁରାଦାମ୍ କି ?” ସେ କଇଲା, “ଉଁ ଏତ୍କିସେ ।”