35 ଆରି ବଡ୍ ସବାର୍ ଲକ୍ମନ୍କେ କଇଲା, “ଏ ଇସ୍ରାଏଲିୟ ବାଇମନ୍, ଏ ଲକ୍ମନ୍କେ ଜାଇଟା କର୍ବାକେ ଗାଲାସ୍ନି ଅଲପ୍ ବାବିଚିନ୍ତି କରି କରା ।
ପିଲାତ୍ ବିଚାର୍ନା ଜାଗାଇ ବସି ରଇଲାବେଲେ ତାର୍ ମାଇଜି ଗଟେକ୍ କବର୍ କଇଲା, “କାଇ ଦସ୍ପାପ୍ ନ କଲା ସେ ଲକ୍କେ କାଇଟା କରା ନାଇ । କାଲି ରାତି ସପ୍ନେ ତାର୍ ଲାଗି ମୁଇ ବେସି କସ୍ଟ ପାଇଲି । ”
କେ ମିସା ଏଟା ନଏଁ ବଲି କଇନାପାରତ୍ । ସେଟାର୍ ପାଇ ତମେ ସବୁ ଲକ୍ ଚିମ୍ରାଇ ଉଆ । କାଇକାମ୍ ମିସା ବକୁଆପାରା କରାନାଇ ।
ଏ କାତା ସୁନିକରି ସନିଅ ଗାଲା ଆରି ସନିଅମନର୍ ମୁକିଅକେ କଇଲା, “ତୁଇ କାଇଟା କଲୁସ୍ନି? ଏ ଗଟେକ୍ ରମିଅ ଲକ୍ !”
ମାତର୍ ସେମନର୍ ବିତ୍ରେଅନି ଗମଲିଏଲ୍ ନାଉଁର୍ ଗଟେକ୍ ପାରୁସି ଲକ୍ ରଇଲା । ସେ ନିୟମ୍ ସିକାଇତେ ରଇଲା । ତାକେ ଲକ୍ମନ୍ ମାନିଅ କର୍ତେରଇଲାଇ । ସେ ବଡ୍ ସବାଇ ଟିଆଅଇ ପେରିତ୍ମନ୍କେ ଚନେକର୍ ପାଇ ବାଇରେ ନେବାକେ ଆଦେସ୍ ଦେଲା ।
ତମର୍ ମନେରଇସି, ଅଲପ୍ ଆଗ୍ତୁ ତିଉଦା ନାଉଁର୍ ଗଟେକ୍ ଲକ୍ ରମିୟମନର୍ ବିରୁଦେ ଉଟ୍ଲା । ସେ ନିଜେ ବଡ୍ଲକ୍ ବଲି ଲକ୍ମନ୍କେ କଇଲାକେ ତାର୍ ସଙ୍ଗ୍ ଚାରିସଅ ଲକ୍ ମିସି ରଇଲାଇ । ମାତର୍ ତାକେ ମରାଇଲାଇ, ତାର୍ପଚେ ତାର୍ସଙ୍ଗର୍ ଲକ୍ମନ୍ ଚିନ୍ବିନ୍ ଅଇଗାଲାଇ ଆରି ତାର୍ ଦଲ୍ ବୁଡିଗାଲା ।