ପେରିତ୍ 5:31 - ସତିଅର୍ ବାଟ୍ ନୁଆ ନିୟମ୍ 202031 ଇସ୍ରାଏଲର୍ ଲକ୍ମନ୍ ତାକର୍ ପାପେଅନି ବାଅଡତ୍ ଆରି ପାପ୍ କେମା ଅଅତ୍ ବଲି ପର୍ମେସର୍ ତାକେ ତାର୍ ଉଜା ବାଟେ ବସାଇଆଚେ । ଜେନ୍ତିକି ସେ ଆମର୍ ସାସନ୍କାରିଆ ଆରି ରକିଆକର୍ବା ଲକ୍ ଅଇସି । အခန်းကိုကြည့်ပါ။ |
ମୁଇ ସିମନ୍ ପିତର୍, ଜିସୁକିରିସ୍ଟର୍ ଗଟେକ୍ ଗତିଦାଙ୍ଗ୍ଡା ଆରି ପେରିତ୍ ଅଇଆଚି । ଆମେ ଜେନ୍ତି ଜିସୁକିରିସ୍ଟକେ ବିସ୍ବାସ୍ କରିଆଚୁ, ସେନ୍ତାରି ବିସ୍ବାସ୍ କର୍ବା ଲକ୍ମନ୍କେ ଏ ଚିଟି ଲେକ୍ଲିନି । ସେ ଆମର୍ ପର୍ମେସର୍ ଆରି ମୁକ୍ତିକାରିଆ । ତାକେ ବିସ୍ବାସ୍ କର୍ବାକେ ସେ ଆକା ଆମ୍କେ ବପୁଦେଲାଆଚେ । ସେ କର୍ବା ସବୁ କାମ୍ ଟିକ୍ ଆରି କାଇ ଅନିଆଇ ନାଇ । ।