25 ସେଡ୍କିବେଲେ ଗଟେକ୍ ଲକ୍ ଆସି କଇଲା “ସୁନା ! ଜନ୍ ଲକ୍ମନ୍କେ ବନ୍ଦି ଗରେ ରକିରଇଲାସ୍, ସେମନ୍ ଏବେ ମନ୍ଦିରେ ଲକ୍ମନ୍କେ ସିକିଆ ଦେଲାଇନି ।”
ଆରି ତମେ ମର୍ ସିସ୍ ଅଇଲାର୍ ଲାଗି, ରାଜା ଆରି ସାସନ୍ କର୍ବା ଲକ୍ମନର୍ ଲଗେ ନିଆଅଇ ବିଚାର୍ କରାଇଅଇସା । ଇତିଅନି ସେମନ୍କେ ଆରି ଜିଉଦି ନଇଲା ଲକ୍ମନର୍ ତେଇ ମର୍ ବିସଇନେଇ କଇବାକେ ତମେ ବେଲା ପାଇସା ।
ଆରି ସେମନର୍ ବିତ୍ରେଅନି କେତେଲକ୍ ପାରୁସିମନର୍ ଲଗେ ଜାଇକରି ଜିସୁ କରି ରଇବା କାମ୍ ଲକ୍ମନ୍କେ ଜାନାଇଲାଇ ।
ଗଟେକ୍ ଦିନେ ପିତର୍ ଆରି ଜଅନ୍ ପାର୍ତନା କର୍ବାକେ ମନ୍ଦିରେ ଗାଲାଇ, ଜେଡେବେଲେ କି ପାର୍ତନା କର୍ବା ବେଲା ମୁଇଦାନିଆ ତିନ୍ ଗଁଟା ଅଇରଇଲା ।
ଏ କାତା ସୁନି ମୁକିଅ ପୁଜାରିମନ୍ ଆରି ମନ୍ଦିର୍ ଜାଗୁଆଲ୍ମନର୍ ଦାଇତେ ରଇଲା ଲକ୍ମନ୍ କାବାଅଇଗାଲାଇ । ପେରିତ୍ ସିସ୍ମନ୍କେ କାଇଟା ଅଇଲାଆଚେ ବଲି ସେମନ୍ ବୁଜି ନାପାର୍ଲାଇ ।
ମନ୍ଦିରର୍ କାମ୍କରୁମନ୍ ଜାଗୁଆଲ୍ମନର୍ ସଙ୍ଗ୍ ଜାଇ ପେରିତ୍ ସିସ୍ମନ୍କେ ସୁତ୍ରାଇକରି ଆରିତରେକ୍ ଡାକିଆନ୍ଲାଇ । ସେମନ୍ ଡରାବିଡ୍ରା କରତ୍ ନାଇ । କାଇକେବଇଲେ ସେମନ୍କେ ଲକ୍ମନ୍ ପାକ୍ନାପୁକ୍ନି ମାର୍ବାଇ ବଲି ଡରିଜାଇତେରଇଲାଇ ।