23 “ଆମେ ବନ୍ଦି ଗରେ କେଟି ଦେକ୍ଲୁ ଜେ ଦୁଆର୍ ନିକସଙ୍ଗ୍ ଡାବି ଅଇରଇଲା । ଆରି ଜାଗୁଆଲ୍ମନ୍ ମିସା ଜାଗିରଇଲାଇ । ମାତର୍ କାପାଟ୍ ଉଗାଡ୍ଲା ପଚେ ଆମେ ବିତ୍ରେ କାକେ ମିସା ଦେକୁ ନାଇ ।”
ଜିସୁ ଏ କାତା କଇବାବେଲେ ସେମନ୍ ତାକେ ମାର୍ବାକେ ପାକ୍ନା ବେଟ୍ଲାଇ, ମାତର୍ ଜିସୁ, ମନ୍ଦିରେ ଅନି ବାରଇ ଲକ୍ମନର୍ ବିତ୍ରେ ପୁରି ଉଟିଗାଲା ।
ମାତର୍ ସେ ରାତି ମାପ୍ରୁର୍ ଗଟେକ୍ ଦୁତ୍ ବନ୍ଦିଗରର୍ କାପାଟ୍ ଉଗାଡିଦେଲା ଆରି ସେମନ୍କେ ମୁକ୍ଲାଇ ଆନି କଇଲା,
ମାତର୍ ସେ ମୁକିଆମନ୍ ବନ୍ଦିଗରେ କେଟ୍ଲାକେ ପେରିତ୍ମନ୍କେ ତେଇ ଦେକତ୍ନାଇ । ସେଟାର୍ପାଇ ସେମନ୍ ବଡ୍ସବାଇ ବାଉଡି ଆଇଲାଇ । ଆରି ଲକ୍ମନ୍କେ କଇଲାଇ,
ଏ କାତା ସୁନି ମୁକିଅ ପୁଜାରିମନ୍ ଆରି ମନ୍ଦିର୍ ଜାଗୁଆଲ୍ମନର୍ ଦାଇତେ ରଇଲା ଲକ୍ମନ୍ କାବାଅଇଗାଲାଇ । ପେରିତ୍ ସିସ୍ମନ୍କେ କାଇଟା ଅଇଲାଆଚେ ବଲି ସେମନ୍ ବୁଜି ନାପାର୍ଲାଇ ।