22 ମାତର୍ ସେ ମୁକିଆମନ୍ ବନ୍ଦିଗରେ କେଟ୍ଲାକେ ପେରିତ୍ମନ୍କେ ତେଇ ଦେକତ୍ନାଇ । ସେଟାର୍ପାଇ ସେମନ୍ ବଡ୍ସବାଇ ବାଉଡି ଆଇଲାଇ । ଆରି ଲକ୍ମନ୍କେ କଇଲାଇ,
ପିତର୍ କଣ୍ଡେକ୍ ଦୁରିକେ ରଇକରି ଜିସୁକେ ଦେକ୍ତେ ରଇଲା । ଆରି ସେ କାୟାପା ଗରର୍ ଡାଣ୍ଡ୍ଜାକ ଗାଲା । ଏ ସବୁ ଗଟ୍ନା କାଇଟା ଅଇସି ବଲି ସେଟା ଦେକ୍ବାକେ ପିତର୍ ମନ୍ଦିର୍ ଜାଗୁଆଲ୍ମନର୍ ସଙ୍ଗ୍ ତେଇ ବସ୍ଲା ।
ସାକାଲ୍ ପାଇଲାକେ “ପିତର୍ କେନେଗାଲା ?” ବଲି ଜାଗୁଆଲ୍ମନ୍ କିଲ୍ବିଲ୍ ଅଇଗାଲାଇ ।
“ଆମେ ବନ୍ଦି ଗରେ କେଟି ଦେକ୍ଲୁ ଜେ ଦୁଆର୍ ନିକସଙ୍ଗ୍ ଡାବି ଅଇରଇଲା । ଆରି ଜାଗୁଆଲ୍ମନ୍ ମିସା ଜାଗିରଇଲାଇ । ମାତର୍ କାପାଟ୍ ଉଗାଡ୍ଲା ପଚେ ଆମେ ବିତ୍ରେ କାକେ ମିସା ଦେକୁ ନାଇ ।”
ମନ୍ଦିରର୍ କାମ୍କରୁମନ୍ ଜାଗୁଆଲ୍ମନର୍ ସଙ୍ଗ୍ ଜାଇ ପେରିତ୍ ସିସ୍ମନ୍କେ ସୁତ୍ରାଇକରି ଆରିତରେକ୍ ଡାକିଆନ୍ଲାଇ । ସେମନ୍ ଡରାବିଡ୍ରା କରତ୍ ନାଇ । କାଇକେବଇଲେ ସେମନ୍କେ ଲକ୍ମନ୍ ପାକ୍ନାପୁକ୍ନି ମାର୍ବାଇ ବଲି ଡରିଜାଇତେରଇଲାଇ ।