ପେରିତ୍ 5:21 - ସତିଅର୍ ବାଟ୍ ନୁଆ ନିୟମ୍ 202021 ସିସ୍ମନ୍ ସେ ଦୁତର୍ କାତା ମାନି ସାକାଲ୍ ସାକାଲ୍ ମନ୍ଦିରେ ପୁରି ସିକିଆ ଦେବାର୍ ଦାର୍ଲାଇ । ବଡ୍ ପୁଜାରି, ତାକର୍ ସଙ୍ଗାରିମନ୍ ଆରି ଇସ୍ରାଏଲର୍ ପାର୍ଚିନ୍ମନ୍ ଗଟେକ୍ ପୁରା ସବା ପାଇ ଡାକାଇ ପାଟାଇଲାଇ । ତାର୍ ପଚେ ପେରିତ୍ ସିସ୍ମନ୍କେ ବନ୍ଦିଗରେ ଅନି ସବାଇ ଆନ୍ବାକେ ବନ୍ଦିଗରର୍ ଜାଗୁଆଲ୍ମନର୍ ମୁକିଆମନ୍କେ ଆଦେସ୍ ଦେଲାଇ । အခန်းကိုကြည့်ပါ။ |