ପେରିତ୍ 5:13 - ସତିଅର୍ ବାଟ୍ ନୁଆ ନିୟମ୍ 202013 ସେମନର୍ ବିସଇ ବିନ୍ଲକ୍ମନ୍ ନିମାନ୍ କାତା କଇତେ ରଇଲାଇ । ମାତର୍ ଦଲ୍ ବାଇରେ ରଇଲା ଲକ୍ମନ୍ କେ ମିସା ଦଲେ ମିସ୍ବାକେ ସାଆସ୍ ନ କର୍ତେ ରଇଲାଇ । အခန်းကိုကြည့်ပါ။ |
ତେବର୍ପାଇ ବିନ୍ ଲକର୍ କାମ୍ କଲାଟା ନେଇକରି ଆମେ ନିଜେ ଡାକ୍ପୁଟା ଅଉନାଇ । ସେ କାମ୍ କର୍ବାକେ ପର୍ମେସର୍ ଆମ୍କେ ଦେଏ ନାଇ । ମାତର୍ ତମର୍ ବିସ୍ବାସ୍ ଡାଟ୍ ଅ ବଲି ଆମେ ମନ୍ କଲୁନି । ଜେନ୍ତିକି ତମର୍ ଜାଗାଇ ଆମେ କର୍ବା କାମ୍ ଅଦିକ୍ ଅଦିକ୍ ଅଇସି । କାଇକେବଇଲେ ପର୍ମେସର୍ ଆମ୍କେ ଦେଇରଇବା କାମେଅନି ଅଦିକ୍ କର୍ବାକେ ଆମେ ମନ୍ କରୁନାଇ ।