6 ସେମନର୍ ବିତ୍ରେ ବଡ୍ପୁଜାରି ଆନାନ୍, କାୟାପା, ଜଅନ୍, ଆଲେକ୍ଜାଣ୍ଡାର୍ ଆରି ବଡ୍ ପୁଜାରିର୍ କୁଟୁମେ ରଇବା ବିନ୍ ଲକ୍ମନ୍ ମିସ୍ଲାଇ ।
ସେବେଲେ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ବଡ୍ ପୁଜାରି କୟାପାର୍ ଗରେ ରୁଣ୍ଡ୍ ଅଇଲାଇ ।
ଆନାନ୍ ଆରି କୟାପ୍ ନାଉଁର୍ ଦୁଇ ଲକ୍ ବଡ୍ ପୁଜାରି ରଇଲାଇ । ସେବେଲେ ଜିକରିୟର୍ ପଅ ଜଅନ୍, ମରୁବାଲି ବୁଏଁ ରଇଲାବେଲେ ପର୍ମେସରର୍ କାତା ସେ ସୁନ୍ଲା ।
ମାତର୍ ସେମନର୍ ବିତ୍ରେଅନି ଗଟେକ୍ କୟାପା ନାଉଁର୍, ସେ ବରସର୍ ପାଇ ବାଚିରଇବା ବଡ୍ ପୁଜାରି, କଇଲା “ତମେ କେତେ ବକୁଆ ଲକ୍ମନ୍ !
ତାର୍ପଚେ ଆନାନ୍ ଜିସୁକେ ବାନ୍ଦ୍ନେସେ ବଡ୍ ପୁଜାରି କାୟାପାର୍ ଲଗେ ପାଟାଇଦେଲା ।
ପେରିତ୍ମନ୍କେ ସେମନର୍ ମୁଆଟେ ଡାକାଇ ପାଚାର୍ଲାଇ, “ତମେ ଏଟା ସବୁ କେନ୍ତାର୍ କଲାସ୍ନି ? କାର୍ ବପୁସଙ୍ଗ୍ ନଇଲେ କାର୍ ନାଉଁଦାରି ଏଟା କଲାସ୍ନି ?”
ସିସ୍ମନ୍ ସେ ଦୁତର୍ କାତା ମାନି ସାକାଲ୍ ସାକାଲ୍ ମନ୍ଦିରେ ପୁରି ସିକିଆ ଦେବାର୍ ଦାର୍ଲାଇ । ବଡ୍ ପୁଜାରି, ତାକର୍ ସଙ୍ଗାରିମନ୍ ଆରି ଇସ୍ରାଏଲର୍ ପାର୍ଚିନ୍ମନ୍ ଗଟେକ୍ ପୁରା ସବା ପାଇ ଡାକାଇ ପାଟାଇଲାଇ । ତାର୍ ପଚେ ପେରିତ୍ ସିସ୍ମନ୍କେ ବନ୍ଦିଗରେ ଅନି ସବାଇ ଆନ୍ବାକେ ବନ୍ଦିଗରର୍ ଜାଗୁଆଲ୍ମନର୍ ମୁକିଆମନ୍କେ ଆଦେସ୍ ଦେଲାଇ ।