ପେରିତ୍ 4:29 - ସତିଅର୍ ବାଟ୍ ନୁଆ ନିୟମ୍ 202029 “ଏ ମାପ୍ରୁ, ସେମନ୍ ଆମ୍କେ ଜନ୍ ଦମକ୍ ଦେଲାଇ ଆଚତ୍ ସେ ବିସଇ ସୁନା ଆରି ନ ଡର୍ତେ ତମର୍ କାତା ଜାନାଇବାକେ ତମର୍ ଏ ଦାଙ୍ଗ୍ଡାମନ୍କେ ଡାଟ୍ କରା । အခန်းကိုကြည့်ပါ။ |
ସେ ବିଚାର୍ନା ଜାଗାଇ ଜେତ୍କି ଜିଉଦି ନ ଅଇଲା ଲକ୍ମନ୍ ରୁଣ୍ଡିରଇଲାଇ, ସେମନ୍କେ ସବୁକେ ଜିସୁକିରିସ୍ଟର୍ ସୁବ୍କବର୍ ଜେନ୍ତାରିକି ମୁଇ ପୁରାପୁରୁନ୍ ବାବେ ଜାନାଇପାର୍ବି, ସେଟାର୍ପାଇ ମାପ୍ରୁ ମର୍ସଙ୍ଗ୍ ରଇକରି ମକେ ବପୁଦେଲାଆଚେ । ସେ ବିଚାର୍ନାର୍ ସାରାସାରି ମକେ କାଇବାକେ ଆସିରଇବା ଗଟେକ୍ ସିଅଁର୍ ଟାନେଅନି ରକିଆ କଲାପାରା ମାପ୍ରୁ ରକିଆ କଲା ।