24 ବିସ୍ବାସିମନ୍ ସବୁ କାତା ସୁନ୍ଲା ପଚେ ଗଟେକ୍ ଅଇ ପର୍ମେସର୍କେ ଏ ପାର୍ତନା କଲାଇ, ଏ ମାପ୍ରୁ ! ସରଗ୍, ଦର୍ତନି, ସମ୍ଦୁର୍ ଆରି ତେଇ ରଇବା ସବୁ ବିସଇ ତମେସେ ତିଆର୍ କଲାସ୍ !
“ଏ ଲକ୍ମନ୍ ତମେ କାଇକେ ଏଟା କଲାସ୍ନି ? ଆମେ ତମର୍ ପାରା ଲକ୍ ସେ । ତମ୍କେ ସୁବ୍ କବର୍ ଜାନାଇବାକେ ଆଇଲୁଆଚୁ । ଆରି ଏ ଚୁଚାଇ ରଇବା ପୁତ୍ଲାମନ୍କେ ପୁଜା କର୍ବାଟା ଚାଡିକରି, ଜିବନ୍ ରଇବା ପର୍ମେସର୍କେ ଉପାସନା କରା ବଲି, କଇବାକେ ଆସିଆଚୁ । ଏ ପର୍ମେସର୍ ସରଗ୍, ଦର୍ତନି, ସମ୍ଦୁର୍ ଆରି ତାର୍ ବିତ୍ରେ ରଇବା ସବୁ ବିସଇ ତିଆର୍ କଲାଆଚେ ।
ପାଉଲ୍ ଆରି ସିଲା ମଜା ରାତି ବେଲାଇ ପର୍ମେସର୍କେ ପାର୍ତନା କରି ଗିତ୍ ଗାଇତେ ରଇଲାଇ । ବନ୍ଦି ଗରେ ରଇବା ବିନ୍ଲକ୍ମନ୍ ସେଟା ସବୁ ସୁନ୍ତେ ରଇଲାଇ ।
ପିତର୍ ଆରି ଜଅନ୍ ମୁକଲ୍ଲା ଦାପ୍ରେ ନିଜର୍ ଦଲେ ବାଉଡିଗାଲାଇ ଆରି ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ଜାଇଟା କଇରଇଲାଇ, ସେଟା ସେମନ୍କେ ଜାନାଇଲାଇ ।