18 ସେଟାର୍ ପାଇ ସେମନ୍ ପିତର୍ ଆରି ଜଅନ୍କେ ଆରି ତରେକ୍ ବିତ୍ରେ ଡାକ୍ଲାଇ । ଆରି କେବେମିସା ଜିସୁର୍ ନାଉଁ ଦାରି କାଇମିସା କାତା ନ କଇବାକେ ଆରି ସିକିଆ ନ ଦେବାକେ ଜାଗ୍ରତ୍ କରାଇଦେଲାଇ ।
ମାତର୍ ସୁକଲ୍ ଆତ୍ମା ତମର୍ ଉପ୍ରେ ଉତର୍ଲେ, ତମେ ପୁରାପୁରୁନ୍ ବପୁ ଅଇସା ଆରି ଜିରୁସାଲମ୍, ଜିଉଦାର୍ ସବୁଟାନେ, ସମିରଣ୍ ଆରି ଜଗତର୍ ସାରାସାରି ଜାକ ମର୍ ନାଉଁ ଦାରି ସାକି ଅଇସା ।”
“ଜା ଆରି ମନ୍ଦିରେ ଟିଆଅଇକରି ଲକ୍ମନ୍କେ ଏ ନୁଆ ଜିବନ୍ ବିସଇ ସବୁ କାତା କୁଆ ।”
“ଏ ଜିସୁର୍ ନାଉଁ ଦାରି କାଇମିସା ସିକିଆ ନ ଦେବାକେ ତମ୍କେ ଡାଟ୍ ସଙ୍ଗ୍ ଆଦେସ୍ ଦେଇରଇଲୁ, ମାତର୍ ଦେକା, ତମେ କାଇଟା କରିଆଚାସ୍ ! ତମେ ଦେଇରଇବା ଏ ସିକିଆ ଜିରୁସାଲମେ ରଇଲା ଲକ୍ମନର୍ଟାନେ କେଟ୍ଲା ଆଚେ । ଆରି ତାର୍ ମରନ୍ ପାଇ ଆମ୍କେ ଦାଇ କର୍ବାକେ ଚେସ୍ଟା କଲାସ୍ନି !”
ସେମନ୍ ପେରିତ୍ ସିସ୍ମନ୍କେ ବଡ୍ସବାର୍ ବିତ୍ରେ ଆନ୍ବାକେ ଆଦେସ୍ ଦେଲାଇ । ଡାକିଆନିକରି ସେମନ୍କେ କର୍ଡା ସଙ୍ଗ୍ ମାରାଇଲାଇ । ଆରି ଜିସୁର୍ ନାଉଁଦାରି କାଇମିସା କାତା ନ କଇବାକେ ଆଦେସ୍ ଦେଇ ଚାଡିଦେଲାଇ ।