ପେରିତ୍ 3:16 - ସତିଅର୍ ବାଟ୍ ନୁଆ ନିୟମ୍ 202016 ତାର୍ ନାଉଁର୍ ବପୁ ସଙ୍ଗ୍ ଏ ଚଟା ନିମାନ୍ ଅଇଲାଆଚେ । ଜନ୍ ଗଟ୍ନା ଏବେ ତମେ ନିଜେ ଦେକି ସତ୍ ବଲି ଜାନ୍ଲାସ୍, ସେଟା ଅବ୍କା ତାର୍ ନାଉଁଦାରି ବିସ୍ବାସ୍ କଲାକେସେ ମିଲ୍ଲା ଆଚେ । ଜିସୁକେ ବିସ୍ବାସ୍ କଲାକେ ସେ ନିମାନ୍ ଅଇଲା ଆଚେ, ଏଟା ତମେ ଦେକ୍ଲାସ୍ ।” အခန်းကိုကြည့်ပါ။ |