ପେରିତ୍ 3:13 - ସତିଅର୍ ବାଟ୍ ନୁଆ ନିୟମ୍ 202013 ଆମର୍ ଆନିଦାଦିମନର୍ ପର୍ମେସର୍ ଅବ୍ରାଆମର୍, ଇସାକର୍ ଆରି ଜାକୁବର୍ ପରମେସର୍ ତାର୍ ସେବାକାରିଆ ଜିସୁକେ ଡାକ୍ପୁଟା କଲାଆଚେ । ମାତର୍ ତମେ ତାକେ ସାସନ୍କାରିଆମନର୍ ଆତେ ସର୍ପିଦେଲାସ୍ । ଏନ୍ତି କି ପିଲାତ୍ ତାକେ ଚାଡିଦେବାକେ ମନ୍କରି ରଇଲେ ମିସା ତାର୍ ମୁଆଟେ ଚାଡ୍ନାଇ ବଲି କଇଲାସ୍ । အခန်းကိုကြည့်ပါ။ |