5 ମାତର୍ ପାଉଲ୍ ତାର୍ ଆତ୍ ଜିଞ୍ଜାଡ୍ଲାକେ ସାଁପ୍ ଜଇତେଇ ଅଦର୍ଲା ଆରି ତାକେ କାଇଟା ଅଏନାଇ ।
ସେମନ୍ ନାଜାନିକରି ସାଁପ୍ ଆତେ ଦାର୍ଲେ କି ବିସ୍ କାଇଲେ ନ ମରତ୍ । ଜର୍ଦୁକାର୍ ଲକ୍ମନ୍କେ ଆତ୍ ଚିଇ କରି ପାର୍ତନା କଲେ, ସେଲକ୍ମନ୍ ନିମାନ୍ ଅଇଜିବାଇ” ବଲି କଇଲା ।
ଦେକା, ମୁଇ ତମ୍କେ ସାଁପ୍ ଆରି ବିସ୍କାକ୍ଡା ଉପ୍ରେ ଇଣ୍ଡ୍ବାକେ ବପୁ ଦେଲିଆଚି, ଆରି ସତ୍ରୁର୍ ଉପ୍ରେ ରଇବା ବପୁ ମିସା ଦେଲିଆଚି । ତମ୍କେ କେ ମିସା କାଇଟା କରିନାପାରତ୍ ।
ଲକ୍ମନ୍ ପାଉଲର୍ ଆତ୍ ପୁଲିଜାଇସି ନଇଲେ ଅଟାତ୍ ଅଦ୍ରି ମରିଜାଇସି ବଲି ଜାଗିରଇଲାଇ, ମାତର୍ ବେସି ପର୍ ଜାଗିକରି ଦେକ୍ଲାଇ ମିସା ତାକେ କାଇଟା ଅଏ ନାଇ । ପଚେ ସେମନ୍ କାତା ପାସ୍ଲାଇକରି କଇଲାଇ “ଏ ଗଟେକ୍ ଦେବ୍ତା !”
ଆରି ସାନ୍ତିଦେଉ ପରମେସର୍ ତମର୍ ଲାଗି ସଇତାନ୍କେ ପୁରାପୁରୁନ୍ କୁରୁପ୍ନାସ୍ କର୍ସି । ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଜିବନ୍ଦୁକାଇଲାଟା ତମର୍ ସଙ୍ଗ୍ ସବୁବେଲେ ରଅ ।