ପେରିତ୍ 28:30 - ସତିଅର୍ ବାଟ୍ ନୁଆ ନିୟମ୍ 202030 ପାଉଲ୍ ଗଟେକ୍ ଗର୍ ବାଡାକରି ତେଇ ଦୁଇ ବରସ୍ ଜାକ ରଇଲା ଆରି ତାକେ ଦେକ୍ବାକେ ଆଇଲା ସବୁ ଲକ୍ମନ୍କେ ତେଇ ଗତିଆ ମାନ୍ତେରଇଲା । ଜେତ୍କି ଲକ୍ ପାଉଲର୍ ଲଗେ ଆଇତେ ରଇଲାଇ ସେ ସବୁ ଲକ୍କେ ଡାକି, କାକେ ନ ଡର୍ତେ କଲା । အခန်းကိုကြည့်ပါ။ |
ସେମନ୍ ଜଦି ଆମେ କିରିସ୍ଟର୍ ଦାଙ୍ଗ୍ଡା ବଇଲେ, ମୁଇ ମିସା ଗଟେକ୍ ଦାଙ୍ଗ୍ଡା । ମାତର୍ ସେମନର୍ ଟାନେ ଅନି ମୁଇ ଅଦିକ୍ ନିକ ଦାଙ୍ଗ୍ଡା । ନିଜ୍କେ ବଡ୍ କରାଇ ମୁଇ ଗଟେକ୍ ବାୟାଲକର୍ ପାରା କାତା ଅଇଲିନି ବଲି ଜାନିଆଚି । ମୁଇ ତାକର୍ଟାନେ ଅନି ଅଦିକ୍ ଆବଡ୍ କାମ୍ କରିଆଚି, ଅଦିକ୍ ତର୍ ବନ୍ଦିଗରେ ରଇଆଚି, ଅଦିକ୍ ତର୍ ମାଡ୍ କାଇଆଚି, ଅଦିକ୍ ତର୍ ମଲାସମାନ୍ ଅଇଜାଇରଇଲି ।