18 ମକେ ପାଚାର୍ ଉଚାର୍ କଲା ପଚେ ମରନ୍ ଡଣ୍ଡ୍ ପାଇବା ଏତ୍କି କାଇ ଅପ୍ରାଦ୍ କରେ ନାଇ ବଲି ଜାନ୍ଲାଇ । ପଚେ ରମିଅ ଲକ୍ମନ୍ ମକେ ମୁକ୍ଲାଇବାକେ ମନ୍ କର୍ତେ ରଇଲାଇ ।
ଜିଉଦିମନ୍ ପାଉଲ୍କେ କାଇବଲି ନିନ୍ଦା କର୍ତେରଇଲାଇ, ସେଟା ଜାନ୍ବାକେ ସନିଅମନର୍ ମୁକିଅ ମନ୍ କର୍ତେରଇଲା । ତେବର୍ପାଇ ତାର୍ ଆର୍କର୍ ଦିନେ ସବୁ ପୁଜାରିମନ୍କେ ଆରି ବଡ୍ ସବାର୍ ମେମର୍ମନ୍କେ ରୁଣ୍ଡାଇବାକେ ତିଆର୍ଲା । ତାର୍ ପଚେ ସେ ପାଉଲ୍କେ ବାନ୍ଦ୍ଲା ସିକ୍ଲି କୁସ୍ଲାଇ, ଦାରିକରି ଆନ୍ଲା ଆରି ବଡ୍ ସବାଇ ତାକର୍ ମୁଆଟେ ଟିଆ କରାଇଲା ।
ମାତର୍ ସେ ମରନର୍ କି ବନ୍ଦି ଡଣ୍ଡ୍ ପାଇବା ପାରା କାଇମିସା ବୁଲ୍ କାମ୍ କରେ ନାଇ ବଲି ମୁଇ ଜାନିପାର୍ଲି । ତାର୍ ବିରଦେ ଅଇଲା ଦାବା ସବୁ, ତାକର୍ ନିଜର୍ ଦରମ୍ ବିସଇ ।
ତାର୍ପଚେ ସାସନ୍କାରିଆ ପାଉଲ୍କେ କାତା ଅଇବାକେ ସାଗିଆ କଲାକେ ପାଉଲ୍ କଇଲା । “ମୁଇ ଜାନି ଜେ ବେସି ବରସ୍ ଦାରି ତମେ ଏ ଜାତିର୍ ବିଚାର୍କରୁ ଅଇ ଆଚୁସ୍, ସେଟାର୍ ପାଇ ତମର୍ ମୁଆଟେ କଇବାଟା କେଡେ କରମର୍ କାତା ।
ପେଲିକ୍ସ୍ ସେ ବାଟ୍ ବିସଇର୍ ଟିକିନିକି ଜାନି ରଇଲାର୍ ପାଇ ସୁନାଇବାଟା ବନ୍ଦ୍ କରି କଇଲା, “ ସନିଅମନର୍ ମୁକିଅ ଲିସିଅସ୍ କେଟ୍ଲା ପଚେ, ମୁଇ ତମର୍ ବିଚାର୍ନା ସୁନାଇବି ।”
ମାତର୍ ମୁଇ କଜି ବାର୍କରାଇଲି ଜେ, ଏ ଲକ୍ ମରନ୍ ଡଣ୍ଡ୍ ପାଇବା ଏତ୍କି, କାଇ ଦସ୍ କରେନାଇ । ସେ ନିଜେ ବଡ୍ସାସନ୍କାରିଆକେ ଗୁଆରି କଲାର୍ ପାଇ, ମୁଇ ତାକେ ତେଇ ପାଟାଇବାକେ ଟିକ୍ କଲି ଆଚି ।