12 ପର୍ତୁମ୍ ସିର୍କୁସ୍ ନାଉଁର୍ ନଅରେ କେଟି ତେଇ ତିନ୍ଦିନ୍ ରଇଲୁ ।
ଆମେ ଟାୟରେଅନି ପାନିଜାଜେ ବାରଇ ପତ୍ଲମା ନାଉଁର୍ ଜାଗାଇ କେଟ୍ଲୁ, ତେଇ ବିସ୍ବାସି ବାଇମନର୍ ସଙ୍ଗ୍ ଜୁଆର୍ବେଟ୍ ଅଇ ଗଟେକ୍ ଦିନ୍ ରଇଲୁ ।
ଆମେ ସବୁଲକ୍ ରମ୍ ରାଇଜର୍ ଆସିଆ ଜାଗାର୍ ଗାଡ୍କଣ୍ଡି ରଇଲା ବିନ୍ ବିନ୍ ଜାଗାଇ ଜୁ ବଲି ଆଦ୍ରାମୁଦିୟମର୍ ଗଟେକ୍ ପାନିଜାଜେ ବସି ଗାଲୁ । ଆରି ମାକିଦନିଆ ବଲି ଗଟେକ୍ ଜାଗାର୍ ଆରିସ୍ତାକସ୍ ନାଉଁର୍ ତେସ୍ଲନିକି ଲକ୍ ଆମର୍ ସଙ୍ଗ୍ ରଇଲା ।
ସେ ଜାଗାଇଅନି ବାରଇବାକେ ଆମ୍କେ ତିନ୍ମାସ୍ ଲାଗ୍ଲା । ସିତ୍ଦିନ୍ ଅଇରଇଲାକେ ତବିର୍ଅଇଲା ଆଲେକ୍ଜାଣ୍ଡ୍ରିଆ ନଅରେଅନି ଆସିରଇବା ଗଟେକ୍ ଜାଜେ ଆମେ ବାରଇଲୁ । ସେ ଜାଜର୍ ନାଉଁ ରଇଲା ଜଁଲି ଦେବ୍ତା ।
ତେଇଅନି ଆରି ତରେକ୍ ଜିବାଟା ଆରାମ୍ କରି ଆମେ ରେଜିଅମ୍ ସଅରେ କେଟ୍ଲୁ । ତାର୍ ଆର୍କର୍ ଦିନେ ଦକିଣ୍ ଦିଗେଅନି ପବନ୍ ଆଇଲା ଆରି ଦୁଇଦିନ୍ ପଚେ ପୁତେଅଲି ସଅରେ କେଟ୍ଲୁ ।