8 ଆରି ପାଲି ପାଲି ଆସି ବଡେ କସ୍ଟେ ସୁନ୍ଦର୍ ବନ୍ଦ୍ ବଲି ଗଟେକ୍ ପାନିଜାଜ୍ମନ୍ ଲାଗ୍ବାଟାନେ ଆସି କେଟ୍ଲୁ । ସେଟା ଲାସିଆ ସଅର୍ ଲଗେ ରଇଲା ।
ଜିସୁ ସିସ୍ମନ୍କେ କଇଲା, “ମୁଇ ତମ୍କେ ସତ୍ କଇଲିନି, ସାଉକାର୍ ଲକ୍ମନ୍ ସରଗ୍ ରାଇଜେ ସଲ୍କେ କେଟ୍ବାଟା ବଡେ ଆବଡ୍ ।
ସେ ଗାଡେ ସିତ୍ମାସେ ରଇବାଟା ବେସି କସ୍ଟ ରଇଲା । ତେବେ କେନ୍ତି କରି ମିସା କସ୍ଟେ ମସ୍ଟେ ପେନିକସ୍ ବଲି ଗଟେକ୍ ଜାଗାଇ କେଟି, ଦର୍କାର୍ ପଡ୍ଲେ ତେଇ ରଇବାକେ ଜାଜେ ଜିବା କେତେଲକ୍ମନ୍ କର୍ତେରଇଲାଇ । ପିନିକସ୍ ଅଇଲାନି କିରିତେ ଦକିଣ୍, ପଚିମ୍ ଆରି ଉତର୍ ପୁରୁବ୍ ଦିଗେ ରଇବା ଗଟେକ୍ ଜାଗାର୍ ନାଉଁ ।
ଜେଡେବେଲେ ଦକିନ୍ ଦିଗ୍ବାଟେଅନି ଅଲପ୍ ଅଲପ୍ ପବନ୍ ଆଇଲା, ସେଡେବେଲେ ଜାଜେ ବସିରଇବା ଲକ୍ମନ୍ ଏଟା ଗଟେକ୍ ସୁବ୍କବର୍ ବଲି ବାବ୍ଲାଇ । ଜାଜ୍ ଅଟ୍କାଇବା ପାର୍ଦା ଟେକିଦେକ୍ଲାଇ ଆରି କିରିତ୍ ଗାଡ୍ ପାଲି ପାଲି ଜାଜ୍ ଚାଲାଇ ଚାଲାଇ ନେବାର୍ ଦାର୍ଲାଇ ।