ପେରିତ୍ 27:43 - ସତିଅର୍ ବାଟ୍ ନୁଆ ନିୟମ୍ 202043 ମାତର୍ ସେନାପତି ପାଉଲର୍ ଜିବନ୍ ବଁଚାଇବି ବଲି ବାବ୍ତେ ରଇଲା । ତେବେ ସେ ସନିଅମନ୍କେ ସେନ୍ତାରି କରାନାଇ ବଲି ମନାକଲା । ଜେତ୍କି ପଅଁରି ପାର୍ବା ସବୁ ଲକ୍ମନ୍କେ ପାନିଟାନେ ଡେଗଇକରି ପଅଁରି ପଅଁରି କଣ୍ଡିତେଇ ଜିବାକେ ଆଦେସ୍ ଦେଲା । အခန်းကိုကြည့်ပါ။ |