4 ଆମେ ତେଇଅନି କେତେଦୁର୍ ଗାଲାପଚେ ପବନ୍ ଅଇଲାଜେ ସାଇପରସ୍ ଗାଡର୍ ପାଲି ପାଲି ଗାଲୁ ।
ସେଡ୍କି ବେଲେ ଡଙ୍ଗା କଣ୍ଡିଅନି ବେସି ଦୁର୍ ଗାଡ୍ ବିତ୍ରେ ଉଟିଜାଇରଇଲା । ଆରି ଜବର୍ ପବନ୍ କଲାଜେ, ଲଅଡି ଟଲ୍ମଲି ଜାଇତେରଇଲା ।
ମୁଆଟ୍ ବାଟେ ଅନି ପବନ୍ ଆଇତେ ରଇଲାଜେ ତାର୍ ସିସ୍ମନ୍ ଡଙ୍ଗା ଗାଟ୍ବାକେ କସ୍ଟ ଅଇବାଟା ଜିସୁ ଦେକ୍ଲା । କୁକ୍ଡା ଡାକେ ଜିସୁ ସମ୍ଦୁର୍ ଉପ୍ରେ ଇଣ୍ଡି ଇଣ୍ଡି ସେମନର୍ ଲଗେ ଗାଲା, ଆରି ସେମନ୍କେ ବାଟ୍ ଦେଇ ଜିବାଟା ସିସ୍ମନ୍ ଦେକ୍ଲାଇ ।
ଦିନେକ୍ ଜିସୁ ଆରି ତାର୍ ସିସ୍ମନ୍ ଗଟେକ୍ ଡଙ୍ଗାଇ ଚଗ୍ଲାଇ, ଆରି ସେ ସିସ୍ମନ୍କେ କଇଲା, “ଆସା, ଗାଡ୍ ସେପାଟେ ଜୁ ।” ତେଇ ସେମନ୍ ଡଙ୍ଗା ମେଲ୍ଲାଇ ।
ସୁକଲ୍ ଆତ୍ମାଇଅନି ଆଦେସ୍ ପାଇକରି ଜାଇରଇବା ବର୍ନବା ଆରି ସାଉଲ୍ ସେଲୁକିଆଇ ଗାଲାଇ । ଆରି ତେଇଅନି ପାନି ଜାଜେ ବସି ସାଇପରସ୍ ସମ୍ଦୁର୍ ମଜାଇ ରଇବା ଜାଗାଇ ଗାଲାଇ ।
ଏ ବିସଇ, ବେସି କୁଆବଲା ଅଇଲାଇ ଆରି ସେମନ୍ ବିନେ ଅଇଲାଇ । ବର୍ନବା ଜଅନ୍ମାରକକେ ନେଇ ସାଇପରସେ ଜିବା ପାନିଜାଜେ ଚଗ୍ଲାଇ ।
ସିସେରିଆର୍ କେତେଟା ସିସ୍ମନ୍, ଆରି ସାଇପରସର୍ ମନାସନ୍ ନାଉଁର୍ ବିସ୍ବାସି ମିସା ଆମର୍ ସଙ୍ଗ୍ ଆଇଲା । ମନାସନର୍ ଗରେ ଆମେ ରଇବାକେ ଟିକ୍ ଅଇରଇଲା ।
ତାର୍ପଚେ ଡିସ୍ତେରଇବା ସାଇପରସ୍ ନାଉଁର୍ ଗଟେକ୍ ଜାଗାଇ କେଟ୍ଲୁ । ତେଇଅନି ତାର୍ ଦକିଣ୍ଦିଗ୍ ବାଟେ ଜାଇ ସିରିଆଇ କେଟ୍ଲୁ । ଆମେ ଟାୟର୍ ନାଉଁର୍ ଗଟେକ୍ ଜାଗାଇ, ପାନିଜାଜେଅନି ଉତର୍ଲୁ, କାଇକେ ବଇଲେ, ଏ ଜାଜେଅନି ଦିନ୍ସୁମନ୍ ଉତ୍ରାଇବାର୍ ରଇଲା ।
ପଚେ ଆମ୍କେ ବେସିଦିନ୍ ଲାଗିଗାଲା ଦିରେ ଦିରେ ଜାଇ କରି କେଡେକ୍ କସ୍ଟେ କିଦ୍ ନାଉଁର୍ ଗଟେକ୍ ଜାଗାଇ କେଟ୍ଲୁ । ତେଇ କେଟ୍ଲା ପଚେ ବେସି ପବନ୍ ଆଇଲାଜେ ଆମେ ଆରି ଆଗ୍କେ ଜାଇ ନାପାର୍ଲୁ । ତେବେ ସାଲନି ବଲି ଗଟେକ୍ ଜାଗାର୍ ମୁଆଟ୍ ବାଟେ ଜାଇ କିରିତର୍ ପାଲି ପାଲି ଗାଲୁ ।
ସାଇପରସ୍ ନାଉଁର୍ ଗଟେକ୍ ଜାଗାଇ ଜନମ୍ କରିରଇବା ଲେବି କୁଟୁମର୍ ଜସେପ୍, ଜାକେ ପେରିତ୍ ସିସ୍ମନ୍ ବର୍ନବା ବଲି ନାଉଁ ଦେଇ ରଇଲାଇ । ବର୍ନବାର୍ ଅରତ୍ ଦୁକ୍ ସାରାଇବା ପିଲା । ସେ ତାର୍ ଜମି ବିକ୍ଲା ଆରି