ପେରିତ୍ 27:39 - ସତିଅର୍ ବାଟ୍ ନୁଆ ନିୟମ୍ 202039 ସାକାଲ୍ ପାଇଲାକେ କଣ୍ଡିର୍ କନ୍ ଜାଗାଇ ଆସି କେଟ୍ଲୁଆଚୁ ବଲି ଜାଜ୍ ଚାଲାଉମନ୍ ଜାନି ନାପାର୍ଲାଇ । ମାତର୍ ସେମନ୍ ଦେକ୍ଲାଇ, ଜେ ସେଟା ଗଟେକ୍ ସମ୍ଦୁର୍ ଆରି ଗାଡ୍ ମିସ୍ଲା ବାଲିପଟା ଜାଗା । ଜଦି ପାର୍ଲେ ତେଇ ଜାଜ୍ ଲାଗାଉଁ ବଲି ଚେସ୍ଟା କଲାଇ । အခန်းကိုကြည့်ပါ။ |