ପେରିତ୍ 27:38 - ସତିଅର୍ ବାଟ୍ ନୁଆ ନିୟମ୍ 202038 ସବୁ ଲକ୍ ପେଟ୍ ପୁର୍ତେ କାଇ ସାର୍ଲା ପଚେ ଜାଜ୍ ଉସାସ୍ ଅ ବଲି ଜାଜେ ରଇଲା ସବୁ କାଦିକଣ୍ଡା ସମ୍ଦୁରେ ପିଙ୍ଗି ଦେଲାଇ । အခန်းကိုကြည့်ပါ။ |
ଏବେ ଆମେ ସବୁ ଆରାଜିତାଟାନେ ପାଲାଇବା ଲକ୍ମନର୍ପାରା ଆଚୁ । ଆମର୍ ଚାରିବେଟ୍ତି ଗଟେକ୍ ବଡ୍ ଦଲର୍ ସାକିମନ୍ ଦେକ୍ଲାଇନି । ତେବର୍ପାଇ ଜନ୍ଟାମନ୍ ଆମ୍କେ ବାଦା ଦେଲାନି, ଆରି ଜନ୍ ପାପ୍ମନ୍ ଆମ୍କେ ପଚ୍କେ ଜିକ୍ଲାନି, ସେଟା ସବୁ ବେଟି ପିଙ୍ଗିଦେବାର୍ । ଜନ୍ ଆରାଜିତା ଅଇ ପାଲାଇବାଟା ପର୍ମେସର୍ ଆମର୍ ମୁଆଟେ ସଙ୍ଗଇଆଚେ, ତେଇ ଆମେ ମୁର୍ଚିକରି ପାଲାଇ ସାରାଇଦେଉଁ ।