36 ତେଇ ସେମନ୍ ସବୁ ଲକ୍ ସାଆସ୍ ଅଇକରି ଆରି ନିଜେ ନିଜେ କାଇବାର୍ ଦାର୍ଲାଇ ।
ମାତର୍ ଏବେ ତମ୍କେ ଗୁଆରି କରି କଇଲିନି, ନ ଡରି, ବରସ୍ ଅଇରୁଆ । ତମର୍ ବିତ୍ରେଅନି କେ ମିସା ନ ମରାସ୍ । ଜାଜ୍ସେ ନସ୍ଟ ଅଇସି ।
ତେବେ ବାଇମନ୍ ତମେ ନ ଡରି ବରସ୍ ଅଇରୁଆ । କାଇକେ ବଇଲେ ମୁଇ ପରମେସର୍କେ ବିସ୍ବାସ୍ କଲିନି, ମକେ ଜେନ୍ତି କଇଲାଆଚେ ଟିକ୍ ସେନ୍ତାରିସେ ଅଇସି ।