29 ପାନି ଜାଜ୍ କନ୍ଆଲେ ଡଙ୍ଗ୍ରର୍ ପାକ୍ନାଇ ଡୁକାଇ ଅଇଜାଇସି ବଲି ଡରିକରି ସେମନ୍ ପଚ୍ବାଟେ ଚାର୍ଟା ଜାଜ୍ ଅଟ୍କାଇବାଟା ପାକାଇଲାଇ । ଆରି ଦାପ୍ରେ ସାକାଲ୍ ପାଅ ବଲି ପାର୍ତନା କଲାଇ ।
ଜାଜ୍ ଚାଲାଉମନ୍ ସାନ୍ ଡଙ୍ଗା ଜାଜ୍ଉପ୍ରେ ଟେକି ନେଲାଇ ଆରି ଡର୍ ସଙ୍ଗ୍ ଡାଟ୍କରି ଜାଜର୍ ଚାରିବେଟ୍ତି ନ ବାଙ୍ଗ ବଲି ବାନ୍ଦି ଦେଲାଇ । ଜାଜ୍ ଚାଲାଉମନ୍ ଜାଜ୍କେ ଲିବିଆର୍ ପାଲି ପାଲି ବାଲିବନ୍ଦ୍ ବାଟେ ଉଟିଜାଇସି ବଲି ଜାଜେ ବାନ୍ଦି ରଇବା ଡେରା ଉତ୍ରାଇକରି ପବନେ ସେ ବଁଲି ବଁଲି ର ବଲି ଚାଡି ଦେଲାଇ ।
ମାତର୍ ଆମେ ଆଗ୍କେ ଗାଲେ ଗଟେକ୍ ଗୁଲାଇବାଟେ ପାନି ରଇକରି ମଜାଇ ରଇବା ସୁକ୍ଲା ଜାଗାଇ ପବନ୍ କେଟାଇସି ।
ତେବେ ସେମନ୍ ଗଟେକ୍ ବଜ୍ ଜିନିସ୍ ଡର୍ସଙ୍ଗ୍ ବାନ୍ଦିକରି ନାପିକରି ଜାନ୍ଲାଇ ଜେ, ତେଇ ସଏ କଡେ ପୁଟ୍ ପାନି ଡେଙ୍ଗ୍ ରଇଲା । ଆରି କଣ୍ଡେକ୍ ଦୁର୍ ଆଇଲାଇକେ ନବେ ପୁଟ୍ ପାନି ନାପ୍ଲାଇ ।
ତାର୍ ପଚେ ଜାଜ୍ ଚାଲାଉମନ୍ ଜାଜେଅନି ଲୁଚି ପାଲାଇବାକେ ଚେସ୍ଟା କଲାଇ । ସାନ୍ ଡଙ୍ଗା ବାନ୍ଦିରଇବା ଡର୍ ବେଟି ଡଙ୍ଗା ସମ୍ଦୁରେ ଉତ୍ରାଇଲାଇ । ସେମନ୍ ଆରି କେତେଟା ଜାଜ୍ ଅଟ୍କାଇବାଟା ମୁଆଟ୍ବାଟେ ପାକାଇବୁ ବଲି ନାଡାଇଲାଇ ।
ଏ ଆସା ଆମର୍ ବିସ୍ବାସ୍ ଡାଁଟ୍ କରାଇସି । କାଇକେବଇଲେ ସେଟା ପୁରାପୁରୁନ୍ ଅଇସିଆକା । ଅମର୍ ଆସାର୍ ଲାଗି ଆମେ ପର୍ମେସରର୍ ଜାଗାଇ ପୁରିଆଚୁ । ଏଟା ଜେନ୍ତାରି ବଡ୍ ପୁଜାରି ମନ୍ଦିରର୍ ଅଦିକ୍ ସୁକଲ୍ ଜାଗାଇ ପୁର୍ସି । ଜନ୍ ଜାଗା କି ପାର୍ଦା ବିତ୍ରେ ଲୁଚିରଇସି ।