ପେରିତ୍ 27:27 - ସତିଅର୍ ବାଟ୍ ନୁଆ ନିୟମ୍ 202027 ଏନ୍ତାରି ଆମେ ବାଉପବନ୍ ଆରାମ୍ଅଇକରି ଚଉଦ ଦିନ୍ ଚଉଦ ରାତି ମିସା ଅଇଗାଲା । ପବନ୍ ଆମ୍କେ ବୁମଦ୍ ସମ୍ଦୁରେ ଏନେ ତେନେ ନେଇତେରଇଲା । ମଜାରାତି ଅଇଲାକେ ଜାଜ୍ ଚାଲାଉମନ୍ ଗଟେକ୍ କଣ୍ଡିପାଲି ଲଗାଲଗି ଆଇଲୁ ବଲି ଅନ୍ମାନ୍ କଲାଇ । အခန်းကိုကြည့်ပါ။ |