ପେରିତ୍ 27:17 - ସତିଅର୍ ବାଟ୍ ନୁଆ ନିୟମ୍ 202017 ଜାଜ୍ ଚାଲାଉମନ୍ ସାନ୍ ଡଙ୍ଗା ଜାଜ୍ଉପ୍ରେ ଟେକି ନେଲାଇ ଆରି ଡର୍ ସଙ୍ଗ୍ ଡାଟ୍କରି ଜାଜର୍ ଚାରିବେଟ୍ତି ନ ବାଙ୍ଗ ବଲି ବାନ୍ଦି ଦେଲାଇ । ଜାଜ୍ ଚାଲାଉମନ୍ ଜାଜ୍କେ ଲିବିଆର୍ ପାଲି ପାଲି ବାଲିବନ୍ଦ୍ ବାଟେ ଉଟିଜାଇସି ବଲି ଜାଜେ ବାନ୍ଦି ରଇବା ଡେରା ଉତ୍ରାଇକରି ପବନେ ସେ ବଁଲି ବଁଲି ର ବଲି ଚାଡି ଦେଲାଇ । အခန်းကိုကြည့်ပါ။ |