15 ସେ ପବନ୍ ଅପର୍ବଲ୍ ଆସି ଜାଜେ ପିଟିଅଇଲା । ପବନ୍ ଆଇବା ମୁଆଟ୍ବାଟେ ଜାଜ୍ ନେବାକେ ଚେସ୍ଟା କରି କରି ନାପାରି ତାକିଗାଲୁ । ତେବେ ପବନ୍ ଜାଜ୍କେ ପାନି ଟାନେ ଉପ୍କାଇକରି ନେଅ ବଲି ଚାଡିଦେଲୁ ।
ମାତର୍ ଚନେକ୍ ଗାଲା ପଚେ କିରତ୍ବାଟେଅନି ଉତର୍ ପୁରବ୍ ବଲି କଇବା ପବନ୍ ଆଇଲା ।
ଆରି କାଉଦ୍ ବଲି ଗୁଲାଇ ବାଟେ ପାନି ରଇକରି ମଜାଇ ସୁକ୍ଲା ବୁଇଁ ରଇବା ଜାଗାର୍ ଦକିଣ୍ ଦିଗ୍ବାଟେ ଗାଲାବେଲେ ଅଲପ୍ ପବନ୍ଟାନେ ଅନି ରକିଆ ପାଇଲୁ । ତେଇ ଆମେ କସ୍ଟେମସ୍ଟେ ଜାଆଜର୍ ସାନ୍ଡଙ୍ଗା କାଇ ବିପଦ୍ ନଇତେ ସଙ୍ଗଇପାର୍ଲୁ ।
ଏନ୍ତାରି ଆମେ ବାଉପବନ୍ ଆରାମ୍ଅଇକରି ଚଉଦ ଦିନ୍ ଚଉଦ ରାତି ମିସା ଅଇଗାଲା । ପବନ୍ ଆମ୍କେ ବୁମଦ୍ ସମ୍ଦୁରେ ଏନେ ତେନେ ନେଇତେରଇଲା । ମଜାରାତି ଅଇଲାକେ ଜାଜ୍ ଚାଲାଉମନ୍ ଗଟେକ୍ କଣ୍ଡିପାଲି ଲଗାଲଗି ଆଇଲୁ ବଲି ଅନ୍ମାନ୍ କଲାଇ ।
ସେନ୍ତାରିସେ ଗଟେକ୍ ବଡ୍ ପାନିଜାଜର୍ ବିସଇ ଚିନ୍ତା କରିଦେକା । ସେଟା ବେସି ବଡ୍ ରଇଲେ ମିସା ଜବର୍ ପବନ୍ ଆଇତେରଇଲେସେ ସେଟା ଚାଲାଇଅଇସି । ମାତର୍ ଗଟେକ୍ ଜାଜ୍ଚାଲାଉ ସାନ୍ଟା ବୁଲାଇବା ଚକା ମାରିକରି ସେ ଜନ୍ତି ମନ୍ କର୍ସି, ଜାଜ୍ ସେ ବାଟେ ଚାଲାଇ ନେଇସି ।