14 ମାତର୍ ଚନେକ୍ ଗାଲା ପଚେ କିରତ୍ବାଟେଅନି ଉତର୍ ପୁରବ୍ ବଲି କଇବା ପବନ୍ ଆଇଲା ।
ସେ ବେଲା ଅଟାତ୍ ସମ୍ଦୁରେ ଏନ୍ତି ବାଉପବନ୍ ଆଇଲା ଆରି ଉଲ୍କାର୍ ଲାଗି ଡଙ୍ଗା ପାନିତେଇ ବୁଡିଜିବା ପାରା ଅଇଲା । ମାତର୍ ଜିସୁ ଡଙ୍ଗାଇ ସଇଦେଇ ରଇଲା ।
ପଚେ ଅଟାତ୍ ବେସି ବାଉପବନ୍ ଆଇଲା, ଆରି ଲଅଡିର୍ ମାଡ୍କେ ଡଙ୍ଗାଇ ପାନି ପୁରୁନ୍ ଅଇବାର୍ ଦାର୍ଲା ।
ସେ ପବନ୍ ଅପର୍ବଲ୍ ଆସି ଜାଜେ ପିଟିଅଇଲା । ପବନ୍ ଆଇବା ମୁଆଟ୍ବାଟେ ଜାଜ୍ ନେବାକେ ଚେସ୍ଟା କରି କରି ନାପାରି ତାକିଗାଲୁ । ତେବେ ପବନ୍ ଜାଜ୍କେ ପାନି ଟାନେ ଉପ୍କାଇକରି ନେଅ ବଲି ଚାଡିଦେଲୁ ।