ପେରିତ୍ 27:13 - ସତିଅର୍ ବାଟ୍ ନୁଆ ନିୟମ୍ 202013 ଜେଡେବେଲେ ଦକିନ୍ ଦିଗ୍ବାଟେଅନି ଅଲପ୍ ଅଲପ୍ ପବନ୍ ଆଇଲା, ସେଡେବେଲେ ଜାଜେ ବସିରଇବା ଲକ୍ମନ୍ ଏଟା ଗଟେକ୍ ସୁବ୍କବର୍ ବଲି ବାବ୍ଲାଇ । ଜାଜ୍ ଅଟ୍କାଇବା ପାର୍ଦା ଟେକିଦେକ୍ଲାଇ ଆରି କିରିତ୍ ଗାଡ୍ ପାଲି ପାଲି ଜାଜ୍ ଚାଲାଇ ଚାଲାଇ ନେବାର୍ ଦାର୍ଲାଇ । အခန်းကိုကြည့်ပါ။ |