10 “ମଇତର୍ମନ୍ ଆମେ ଏ ଗାଡ୍ ଗାଡ୍ ଗାଲେ ସରି ଜାଆଜ୍ ଆରି ଜିନିସ୍ପତର୍ ଆକା କେତି ନ ଅଏ, କେଡେବେଲେ ଜାଜେ ଜିବା ଲକ୍ମନର୍ ମିସା ଦସା କେଟ୍ସି ।”
ତାର୍ପଚେ ଡିସ୍ତେରଇବା ସାଇପରସ୍ ନାଉଁର୍ ଗଟେକ୍ ଜାଗାଇ କେଟ୍ଲୁ । ତେଇଅନି ତାର୍ ଦକିଣ୍ଦିଗ୍ ବାଟେ ଜାଇ ସିରିଆଇ କେଟ୍ଲୁ । ଆମେ ଟାୟର୍ ନାଉଁର୍ ଗଟେକ୍ ଜାଗାଇ, ପାନିଜାଜେଅନି ଉତର୍ଲୁ, କାଇକେ ବଇଲେ, ଏ ଜାଜେଅନି ଦିନ୍ସୁମନ୍ ଉତ୍ରାଇବାର୍ ରଇଲା ।
ମାତର୍ ପାଉଲ୍, ସେନାପତି ଆରି ସନିଅମନ୍କେ କଇଲା, “ଜଦି ଜାଜ୍ ଚାଲାଉମନ୍ ଜାଜେ ନ ରଇଲେ ତମେ ମରିଜାଇସା ।”
ତେବେ ମୁଇ ତମ୍କେ କାଇଟା ଆଲେ କାଆ ବଲି ବୁଜାଇଲିନି, କାଇକେ ବଇଲେ, ବଁଚି ରଇବାର୍ ଆଲେ କାଇବାର୍ ଆଚେଆକା । ଡରା ନାଇ ! ତମ୍କେ କାଇଟା ନ ଅଏ ।
ଦରମ୍ ସାସ୍ତରେ ଲେକାଅଇଲାପାରା, “ଜଦି ଦରମ୍ ଲକ୍ ମୁକ୍ତି ପାଇବାଟା ଆବଡ୍ ପର୍ମେସରର୍ ବିସଇ କାଇ ଚିନ୍ତା ନ କର୍ବା ପାପିମନର୍ ବିସଇ କେନ୍ତାର୍ ରଇସି ?”