7 ମାତର୍ ଏ ରାଜା, ଏ ଆସା ଆମର୍ ବାର୍ଟା ଜିଉଦି ଜାତିର୍ ଲକ୍ ଦିନ୍ ରାତି ମାପ୍ରୁକେ ପାର୍ତନା କରି, ପାଇବାକେ ଆସାକଲାଇନି । ଆରି ଏ ଆସାର୍ ଲାଗି ଆମର୍ ଜିଉଦିମନ୍ ମକେ ଦସି କରିଆଚତ୍ ।
ଜିସୁ ସେମନ୍କେ କଇଲା, “ଏ କାତା ସତ୍ ବଲି ଜାନ୍ସା, ଜେଡେବେଲେ ନୁଆ ଜୁଗେ ନର୍ପିଲା ମୁଇ ମର୍ ଡାକ୍ପୁଟା ଅଇବା ବସ୍ବାଟାନେ ବସ୍ବି । ମର୍ ବାର୍ଟା ସିସ୍, ତମେ ମିସା, ବାର୍ଟା ବସ୍ବାଟାନେ ବସି ଇସ୍ରାଏଲର୍ ବାର୍ଟା କୁଟୁମ୍କେ ସାସନ୍ କର୍ସା ।
ସେବେଲେସେ ଜିରୁସାଲାମେ ସିମିୟନ୍ ନାଉଁର୍ ଗଟେକ୍ ଦରମ୍ ଲକ୍ ରଇଲା । ସେ ମାପ୍ରୁ ଦେକ୍ବା ଇସାବେ ନିମାନ୍ ଲକ୍ । ଇସ୍ରାଏଲ୍ ଦେସେ ଉଦାର୍କାରିଆ ଆସି ସାନ୍ତି ଦେଅ ବଲି ଜାଗିରଇଲା । ଆରି ତାର୍ଟାନେ ସୁକଲ୍ ଆତ୍ମା ବାସାଅଇରଇଲା ।
ଆରି ତମେ ମର୍ ରାଇଜେ ମର୍ସଙ୍ଗ୍ ବସି କାଆପିଆ କର୍ସା । ରାଜ୍ଗାଦି ବସି ଇସ୍ରାଏଲର୍ ବାରଟା ଜାତିର୍ ଲକ୍ମନ୍କେ ସାସନ୍ କର୍ସା ।”
ସେ ବେଲେ ତମେ ଜାଗ୍ରତ୍ ଅଇ ରୁଆ । ମୁଇ ତିନ୍ ବରସ୍ ଜାକ ଦିନ୍ ରାତି ଆଁସୁପାନି ଜରାଇ, ତମ୍କେ ଗଟେକ୍ ଗଟେକ୍ କରି, ସବୁ ଲକ୍କେ ସିକାଇ ଆଚି, ଏ କାତା ଏତାଇରୁଆ ।”
ଏମନର୍ ପାରା, ମାପ୍ରୁର୍ ଲଗେ ମର୍ ଗଟେକ୍ ଆସା ଆଚେ ଜେ, ନିକ ଲକ୍ ଅଅତ୍ କି କାରାପ ଲକ୍ ଅଅତ୍, ସବୁ ମଲାଟାନେଅନି ଉଟ୍ବାଇ ।
“ରାଜା ଆଗ୍ରିପା ! ଜିଉଦିମନ୍ ମକେ ଜନ୍ ସବୁ ବିସଇ ନେଇ ଦସି କରିଆଚତ୍, ସେଟାର୍ ବିରଦେ ତମର୍ ମୁଆଟେ, ନିଜର୍ ବାଟେଅନି କଇବାକେ ବେଲା ପାଇଲାର୍ ପାଇ ମୁଇ କେଡେ କରମର୍ ଲକ୍ ବଲି ବାବ୍ଲିନି ।”
କାଇକେବଇଲେ ଜିଉଦିମନର୍ ରିତିନିତି ବିସଇ ଆରି ସେମନର୍ ଲାଗାଜଡା ବିସଇ ତମେ ନିକସଙ୍ଗ୍ ଜାନାସ୍ । ମୁଇ ଗୁଆରି କଲିନି, ତମେ ବିଜାର୍ ନ ଅଇକରି ମର୍ ସବୁକାତା ସୁନା ।
ସେଟାର୍ପାଇ ଏ ବିସଇ କାତାବାର୍ତା ଅଉଁ ବଲି ମୁଇ ତମ୍କେ ଡାକାଇ ଆଚି । ଇସ୍ରାଏଲର୍ ଲକ୍ମନ୍ ଏବେ ଜାକେ ଆସା କରି ଆଇଲାଇନି, ତାର୍ପାଇ ବଲିକରି ମୁଇ ଆଜି ସିକ୍ଲି ସଙ୍ଗ୍ ବାନ୍ଦାଇ ଅଇଆଚି ।”
ସେନ୍ତାରି ପର୍ମେସର୍ ଜେତ୍କି ଲକ୍କେ ମଲାତେଇଅନି ଜିବନ୍ କରି ଉଟାଇସି, ସେମନର୍ ବିତ୍ରେଅନି ମୁଇ ଗଟେକ୍ ଲକ୍ ଅଇବି ।
ତମେ ବିସ୍ବାସ୍ କଲାଟାନେ କେତେଟା ଉନା ଆଚେ । ସେଟା ପୁରାପୁରୁନ୍ କର୍ବାକେ, ଆମେ ତମର୍ସଙ୍ଗ୍ କେନ୍ତି ମିସିପାର୍ବୁ, ଏଟାର୍ପାଇ ଦିନ୍ ରାତି ପାର୍ତନା କରିଲାଗିଆଚୁ ।
ଜନ୍ ରାଣ୍ଡିମାଇଜି ଜାକେ କି ଆକାସାକା ନାଇ, ସେ ପର୍ମେସର୍କେ ଆସାକରିଆଚେ, ସେ ଦିନ୍ରାତି ତାକେ ଗୁଆରିକଲାନି, ତାକେସେ ମଣ୍ଡଲିର୍ ବିସ୍ବାସିମନ୍ ଜତନ୍ କର୍ବାର୍ ଆଚେ ।
ମୁଇ ଜାକୁବ ମାପ୍ରୁ ଜିସୁକିରିସ୍ଟ ଆରି ବାବା ପର୍ମେସରର୍ ଗଟେକ୍ ଗତିଦାଙ୍ଗ୍ଡା । ଗୁଲାଇ ଜଗତେ ଚିନ୍ଚତର୍ ଅଇଜାଇରଇବା ପର୍ମେସରର୍ ବାର୍ଟା କୁଟୁମର୍ ଲକ୍ମନ୍କେ ମୁଇ ଜୁଆର୍ ଜାନାଇକରି ଏ ଚିଟି ଲେକ୍ଲିନି ।