30 ତାର୍ ପଚେ ରାଜା, ସାସନ୍କାରିଆ, ଆରି ବର୍ନିସ୍ ଆରି ବିନ୍ ଲକ୍ମନ୍ ଜିବାକେ ଉଟ୍ଲାଇ ।
ମାତର୍ ଏ କାତା ତମର୍ ବିଦିବିଦାନ୍ ଆରି ରିତିନିତିର୍ କାତା ଅଇଲାର୍ ପାଇ, ଏଟା ତମେ ଟିକ୍କର୍ବାଟା ନିକ ଅଇସି । ମୁଇ ଏନ୍ତି ବିଚାର୍ ନ କରି ।”
ତାର୍ ଆର୍କର୍ ଦିନେ ଆଗ୍ରିପା ଆରି ବର୍ନିସ୍ ଆସି କେଟ୍ଲାଇ । ସେମନ୍ ରାଜାମନ୍ ପିନ୍ଦ୍ଲାପାରାଟା ପିନ୍ଦିର ଇଲା । ସନିଅମନର୍ ନେତାମନ୍ ଆରି ସେ ଗଡର୍ ବଡ୍ ବଡ୍ ଲକ୍ମନର୍ ସଙ୍ଗ୍ ବେସି ଡାକ୍ପୁଟା ସଙ୍ଗ୍ ଆସି, ବିଚାର୍ନା ଜାଗାଇ ପୁର୍ଲାଇ । ପେସ୍ଟସ୍ ଆଦେସ୍ କଲାକେ, ପାଉଲ୍କେ ବିତ୍ରେ ଆନ୍ଲାଇ ।
ସେମନ୍ ବାରଇଲା ବେଲେ ତାକର୍ ତାକର୍ ବିତ୍ରେ କଇଲାଇ, “ଏ ଲକ୍ ଏନ୍ତି କାଇମିସା କାମ୍ କରେ ନାଇ, ଜନ୍ଟା କି ସେ ମରନର୍ ଡଣ୍ଡ୍ ପାଇବାକେ କି ବନ୍ଦି ଅଇବାକେ ।”
ମାତର୍ ତମେ କାଇଟା ବଲି ବିସ୍ବାସ୍ କଲାସ୍ନି, ସେଟା ତମର୍ଟାନେଅନି ଆମେ ସୁନ୍ବାକେ ମନ୍ କଲୁନି । କାଇକେବଇଲେ, ଗୁଲାଇବାଟର୍ ଲକ୍ ତମର୍ ଦଲ୍ ବିରୁଦେ କାତା ଅଇଲାଇନି ।”