ପେରିତ୍ 26:26 - ସତିଅର୍ ବାଟ୍ ନୁଆ ନିୟମ୍ 202026 ଏ ରାଜା ଅଗ୍ରିପା ! ତମେ ଏ ବିସଇ ଜାନିରଇଲାର୍ ପାଇ, ତମର୍ ମୁଆଟେ ଏ କାତା କଇବାକେ ସାଆସ୍ କଲିନି ! ମୁଇ ଜାନାଇରଇବା ସବୁ ବିସଇର୍ କାଇ କାତା ମିସା, ସେ ନାଜାନେ, ବଲି ମୁଇ ବିସ୍ବାସ୍ କରିନାଇ ! କାଇକେବଇଲେ ଏଟା ଲୁଚ୍ତେ କରାଅଏ ନାଇ । အခန်းကိုကြည့်ပါ။ |