15 “ମୁଇ ପାଚାର୍ଲି, ‘ମାପ୍ରୁ ତମେ କେ ?’ ସେ କଇଲା, ‘ମୁଇ ଜିସୁ, ମକେସେ ତୁଇ କସ୍ଟ ଦେଲୁସ୍ନି ।’
ପଚେ, ମୁଇ ସେମନ୍କେ କଇବି, ମୁଇ ତମ୍କେ ସତ୍କଇଲିନି, ଏ ମର୍ ବାଇମନର୍ ବିତ୍ରେ ସବୁର୍ଟାନେଅନି ଗଟେକ୍ ସାନ୍ ଲକର୍ ପାଇ, ଜାଇଟା ସବୁ କରିଆଚାସ୍, ସେଟା ମର୍ ପାଇ କରିଆଚାସ୍ ।
ସତଇସେ ମୁଇ କଇବି, “ଏ ସାନ୍ ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍କେ ସାଇଜ କର୍ବାକେ ମନାକର୍ବା ବେଲେ, ତମେ ମକେ ସାଇଜ କରାସ୍ ନାଇ ।
ଆମେ ସବୁ ଲକ୍ ତଲେ ଅଦ୍ରି ଡୁଲିଦେଲୁ ଆରି ଇବ୍ରୁ ବାସାଇ ମକେ କଇତେରଇବା ଏ କାତା ସୁନ୍ଲି, “ସାଉଲ୍, ସାଉଲ୍ !” ତୁଇ ମକେ କାଇକେ କସ୍ଟ ଦେଲୁସ୍ନି ? କସ୍ଲାବେଲେ କସ୍ବାଲକ୍ ବଲଦ୍କେ ତୁତାରିବୁସ୍ଲେ ବଲଦ୍ ଲାତ୍ମାର୍ବା ପାରା, ତୁଇ ନିଜେ କସ୍ଟ ପାଇଲୁସ୍ନି ।
ମାତର୍ ଉଟିକରି ଟିଆ ଅ । ତକେ ମର୍ ସେବାକାରିଆ କର୍ବାକେ, ଦର୍ସନ୍ ଦେଲିଆଚି । ଆଜି ତୁଇ ମର୍ ବିସଇ ଜାଇଟା ଦେକ୍ଲୁସ୍ ଆରି ପଚ୍କେ ମିସା ମୁଇ ଜାଇଟା ଦେକାଇବି, ସେ ବିସଇ ତୁଇ ବିନ୍ ଲକ୍ମନ୍କେ ସାକିଦେସ୍ ।