12 “ଏଟା କର୍ବାକେ ମୁଇ ମୁକିଅ ପୁଜାରିମନର୍ତେଇଅନି ଅଦିକାର୍ ଚିଟି ଆରି ଆଦେସ୍ ନେଇ ଦାମାସ୍କସେ ଜାଇରଇଲି ।
ମୁକିଅ ପୁଜାରି ଆରି ପାରୁସି ଲକ୍ମନ୍ ଜିସୁକେ ଦାର୍ବାକେ ସେ କନ୍ତି ଆଚେ ଜାନିରଇବାଇ ବଲି, ସେଟା ଆଦେସ୍ ଦେଇରଇଲାଇ ।
ମୁଇ ଜିରୁସାଲାମେ ସେନ୍ତି କଲି । ମୁକିଅ ପୁଜାରିମନର୍ତେଇଅନି ଅଦିକାର୍ ଚିଟି ପାଇ, ପରମେସରର୍ ବେସି ଲକ୍ମନ୍କେ ବାନ୍ଦି କରି, ବନ୍ଦି ଗରେ ପୁରାଇଦେଲି । ଆରି ସେମନ୍କେ ମରନର୍ ଡଣ୍ଡ୍ ଦେବାକେ ବିଚାର୍ନା କଲାବେଲେ, ସେମନର୍ ବିରୁଦେ ଟିଆଅଇଲି ।
ଏ ରାଜା ଏଗ୍ରିପା, ଅଟାତ୍ ଦିନେକ୍ ମୁଣ୍ଡ୍ବେଲା ଲଗେ, ଜିବାବାଟେ ବେଲ୍ ତାରାସେଅନି ଅଦିକ୍ ଉଜଲ୍ ଦେକ୍ଲି । ସର୍ଗେଅନି ସେ ଉଜଲ୍ ଆସି ମକେ ଆରି ମର୍ ସଙ୍ଗ୍ ଜିବା ଲକର୍ ଚାରିବେଟ୍ତି ବିଚି ଅଇଲା ।”
ସେ ଦର୍ସନ୍ ଦେଲା ଲକ୍ମନର୍ ବିତ୍ରେ ସାରାସାରି ମୁଇ ରଇଲି । ସବୁର୍ ପଚେ, ଦିନ୍ ନ କେଟ୍ତେ, ଜନମ୍ ଅଇଲା ପିଲା ପାରା ମକେ ମିସା ଦର୍ସନ୍ ଦେଲା ।