4 ପେସ୍ଟସ୍ କଇଲା, “ପାଉଲ୍କେ ଗଟେକ୍ ବନ୍ଦି ଇସାବେ ସିସେରିଆଇ ରକାଅଇଲା ଆଚେ ଆରି ବେଗି ମୁଇ ତେଇ ବାଉଡି ଜିବି ।
ତାର୍ପଚେ ସେ ଅଦିକାରେ ରଇବା ମୁକିଆକେ କଇଲା, “ପାଉଲ୍କେ ବନ୍ଦି ଇସାବେ ଜାଗିରଇବାର୍ ଆଚେ, ମାତର୍ ତାକେ ଦର୍କାର୍ ଅଇବା ଜିନିସ୍ ତାର୍ ଲକ୍ମନ୍ ଆନିଦେଲେ, ସେଟା ତେବାଇବାର୍ ନାଇ ।”
ଏନ୍ତି ଦୁଇ ବରସ୍ ଗାଲାପଚେ ପର୍କିୟସ୍ ପେସ୍ଟସ୍ ପେଲିକର୍ ଜାଗାଇ ସାସନ୍କାରିଆ ଅଇ ଆଇଲା । ପେଲିକ୍ସ୍ ଜିଉଦିମନ୍କେ ବଲ୍ବଲାଇ ଅଇବାକେ ମନ୍ କରି ପାଉଲ୍କେ ନ ମୁକ୍ଲାଇ ବନ୍ଦି ଗରେ ଚାଡି ଉଟିଗାଲା ।
ପେସ୍ଟସ୍ ସାସନ୍କାରିଆ ଅଇକରି ଆଇଲା ଜାଗାଇ, ତିନ୍ ଦିନ୍ ପଚେ, ସେ ସିସିରିଆ ଅନି ଜିରୁସାଲମେ ଗାଲା ।
କେତେଦିନ୍ ପଚେ ରାଜା ଆଗ୍ରିପା ଆରି ବର୍ନିସ୍ ପେସ୍ଟସ୍କେ ଜୁଆର୍ ଜାନାଇବାକେ କାଇସରିଆଇ ମିସ୍ବାର୍ ଆଇଲାଇ ।
ମାତର୍ ମୁଇ ସେମନ୍କେ କଇଲି ଜେ, ଗଟେକ୍ ଦସିକେ ବିଚାର୍ କର୍ବା ଗରେ, ତାକେ ଦାବା କରୁମନର୍ ମୁଆଟେ ନିଜର୍ ବାଟେଅନି କଇବାକେ ବେଲା ଦେବା ଆଗ୍ତୁ, ତାକେ ଦସି କର୍ବାଟା ଆମର୍ ରମିୟମନର୍ ନିୟମେ ନାଇ ।
ଜଦି ସେ କାଇ ଦସ୍ କଲା ଆଚେ, ତେବେ ତମର୍ ନେତାମନ୍ ମର୍ ସଙ୍ଗ୍ ସିସେରିଆଇ ଆସତ୍ ଆରି ତାର୍ ବିରଦେ ସେମନର୍ ଦାବା ଜାନାଅତ୍ ।”
ପେସ୍ଟସ୍ ସେମନର୍ ସଙ୍ଗ୍ ଆଟ୍ ଦସ୍ ଦିନ୍ ଜିରୁସାଲମେ ରଇକରି ସିସେରିଆଇ ବାଅଡ୍ଲା । ତାର୍ ଆର୍କର୍ ଦିନେ ବିଚାର୍ କର୍ବା ଗରେ ବସି ପାଉଲ୍କେ ଆନ୍ବାକେ ଆଦେସ୍ ଦେଲା ।
ଚନେକ୍ ଗାଲା ପଚେ ପିଲିପ୍ ଦେକ୍ଲାଜେ ସେ ଅସଦର୍ ବଲି ଗଟେକ୍ ଜାଗାଇ କେଟିଆଚେ । ତେଇଅନି ସେ କାଇସେରିଆଇ ଗାଲା ଆରି ବାଟେ ରଇବା ସଅର୍ମନ୍କେ ସୁବ୍ କବର୍ ଜାନାଇଲା ।