6 ସେ ଆମର୍ ମନ୍ଦିର୍ ଅସୁକଲ୍ କର୍ବାକେ ଚେସ୍ଟା କଲାବେଲେ ଆମେ ତାକେ ବନ୍ଦି କଲୁ ।
ସେଡ୍କି ବେଲା ପିଲାତ୍ ସେମନ୍କେ କଇଲା, “ତମେ ତାକେ ଦାରିଜାଇକରି ତମର୍ ନିୟମ୍ ଇସାବେ ବିଚାର୍ କରା ।” ଜିଉଦି ନେତାମନ୍ କଇଲାଇ, “ଗଟେକ୍ ଲକ୍କେ ମରନ୍ ଡଣ୍ଡ୍ ଦେବାଟା ରମିୟ ସର୍କାର୍କେ ସେ ଆଚେ । ଜିଉଦି ଲକ୍ମନ୍ କାକେମିସା ମରନ୍ ଡଣ୍ଡ୍ ଦେବାକେ ଆମର୍ ଅଦିକାର୍ ନାଇ ।”
ଏ ଲକ୍ମନ୍ ମନ୍ଦିରେଅନି କାଇଟା ଚରି କରତ୍ ନାଇ, କି ଆମର୍ ଦେବିର୍ ବିରଦେ, କାଇମିସା କାରାପ୍ କାତା କଅତ୍ ନାଇ, ଏଲେମିସା ତମେ ଏମନ୍କେ ଦାରି ଆନିଆଚାସ୍ ।
ସେମନ୍ ଆଉଲି ଅଇକରି ବସ୍ତର୍ ଉପ୍ରେ ଉଡାଇତେରଇଲାଇ ଆରି ଦୁଲି ମିସା ଉପ୍ରେ ଉଡାଇତେ ରଇଲାଇ ।
ମନ୍ଦିରେ କାର୍ ସଙ୍ଗ୍, ମୁଇ ଦଦାପେଲା କର୍ବାଟା ଜିଉଦିମନ୍ ଦେକି ନ ରଇଲାଇ କି ପାର୍ତନା ଗର୍ମନ୍କେ କି ଗଡର୍ କନ୍ ବିନ୍ ଜାଗାଇ ଲକ୍ମନ୍କେ ଉସ୍କାଇବାଟା ଦେକି ନ ରଇଲାଇ ।
ଆମର୍ ନିୟମ୍ ଇସାବେ ଏ ଲକ୍କେ ବିଚାର୍ କର୍ବାକେ ଆମେ ମନ୍ କର୍ତେରଇଲୁ ।