4 ସେଟା ଜାଇଟା ଅ, ମୁଇ ତମର୍ ଅଦିକ୍ ବେଲା ନେବାକେ ମନ୍ କରିନାଇ । ସେଟାର୍ ପାଇ ଆମର୍ ଗଟେକ୍ ଚଟ୍ ଅର୍ସାସଙ୍ଗର୍ କାତା ସୁନ୍ବାକେ ବାବୁଜିଆ କଲିନି ।
ସବୁଜାଗାଇ ଆରି ସବୁ ବେଲାଇ ଆମେ ଏଟାକେ ନାମ୍ଲୁନି, ଏଟାର୍ପାଇ ଆମେ ତମ୍କେ ମାନି ଆଇଲୁନି ।
ଏ ଲକ୍ ଗଟେକ୍ ବେସି ବଡ୍ ଗଣ୍ଡ୍ଗଲ୍ କରାଉ ବଲି ଆମେ ଜାନୁ, ସେ ଦେସ୍ବିଦେସେ ସବୁ ବାଟେ ବୁଲିବୁଲି ଜିଉଦିମନ୍କେ କିରମାର କରାଇବାକେ ଉସ୍କାଇଲାନି, ସେ ନାଜରିତ୍ ଦଲର୍ ଗଟେକ୍ ନେତା ।
ପର୍ମେସର୍ ସେ ଜାନାଇ ନରଇଲା ବିସଇ ମକେ ଜାନାଇ ଆଚେ । ଏ ବିସଇ ମୁଇ ଆଗ୍ତୁ ତମ୍କେ ଅଲପ୍ ଲେକି ରଇଲି ।
ଦରମ୍ ଅଇକରି ସବୁ ଲକର୍ ସଙ୍ଗ୍ ଚଲାଚଲ୍ତି କରା । ମାପ୍ରୁ ଆଇବା ଦିନ୍ କେଟି ଆଇଲାନି ବଲି ପାସ୍ରାନାଇ ।
ମୁଇ ଇତି ତେବ୍ବି । କାଇକେବଇଲେ ମୁଇ ଆରି କଇବାଟା ଆରାମ୍ କଲେ, ଗିଦିୟନ୍, ବାରାକ୍, ସାମ୍ସନ୍, ଜେପ୍ତା, ସାମୁଏଲ୍, ଆରି ବବିସତ୍ବକ୍ତାମନର୍ ବିସ୍ବାସ୍ ବିସଇ କାତା ଅଇବାକେ ବେଲା ନ କେଟେ ।