3 ସବୁଜାଗାଇ ଆରି ସବୁ ବେଲାଇ ଆମେ ଏଟାକେ ନାମ୍ଲୁନି, ଏଟାର୍ପାଇ ଆମେ ତମ୍କେ ମାନି ଆଇଲୁନି ।
ତେବର୍ପାଇ ଏ ମାନନିୟ ତିୟପିଲ୍. ପୁର୍ବେଅନି ଟିକିନିକି କଜ୍ଲଡ୍କରି ତେଇ ସବୁଜାକ ରିତିିନିତି ସଙ୍ଗ୍ ଅଇଲାଟା ତମର୍ପାଇ ମୁଇ ଲେକ୍ବିଆକା ବଲି ମନ୍କଲି ।
ପାଉଲ୍ ଜିବା ପାଇ କେତେଟା ଗଡା ଦିଆସ୍ ଆରି ନିକ ସଙ୍ଗେ ତାକେ ସାସନ୍କାରିଆ ପେଲିକ୍ସ୍ ଲଗେ ଦାରି ଜାଆ ।”
“ଏ ଚିଟି ମୁଇ କାଲାଡିଆକେ ଲିସିଆର୍ ସବୁର୍ଟାନେଅନି ଡାକ୍ପୁଟା ରଇବା ସନ୍ମାନର୍ ସାସନ୍କାରିଆ ପେଲିକ୍ସ୍କେ ଲେକ୍ଲିନି, ଜୁଆର୍ !
ସନିଅମନ୍ ପାଉଲ୍କେ ଦାରି ସିସେରିଆଇ କେଟ୍ଲାଇ । ତେଇ ସନିଅମନର୍ ମୁକିଅର୍ ଚିଟି ସଙ୍ଗେ ପାଉଲ୍କେ ସାସନ୍କାରିଆର୍ ଆତେ ଜିମାଦେଇଦେଲାଇ ।
ତାର୍ପଚେ ପାଉଲ୍କେ ତେଇଆନି ଟିଆ କରାଇଲାଇ ଆରି ତର୍ତୁଲସ୍ ଏନ୍ତି ତାକର୍ ଦାବାମନ୍ ସବୁ ଜାନାଇଲା । “ ଆଗିଆଁ, ତମେ ଗଟେକ୍ ଡାକ୍ପୁଟା ଲକ୍, ତମର୍ ନିମାନ୍ ସାସନ୍ଅନି ଆମେ ବେସି ଦିନ୍ ଦାରି ସାର୍ଦା ଅଇ ସାନ୍ତି ସଙ୍ଗ୍ ଜିଇଲୁନି, ଆମର୍ ଦେସର ମଙ୍ଗଲ୍ ପାଇ ବେସି ଦର୍କାର୍ ରଇଲା କାମ୍ମନ୍ କରାଇଆଚାସ୍ ।
ସେଟା ଜାଇଟା ଅ, ମୁଇ ତମର୍ ଅଦିକ୍ ବେଲା ନେବାକେ ମନ୍ କରିନାଇ । ସେଟାର୍ ପାଇ ଆମର୍ ଗଟେକ୍ ଚଟ୍ ଅର୍ସାସଙ୍ଗର୍ କାତା ସୁନ୍ବାକେ ବାବୁଜିଆ କଲିନି ।
ପାଉଲ୍ କଇଲା, “ଏ ମାପ୍ରୁ ପେସ୍ଟସ୍, ମୁଇ ବାୟା ଅଇନାଇ, ମୁଇ ଜାଇଟା କଇଲିନି ସେଟା ପୁରାପୁରୁନ୍ ସତ୍ । ଆରି ତବିର୍ ବୁଦିର୍ କାତା କଇଲିଆଚି ।