ପେରିତ୍ 24:24 - ସତିଅର୍ ବାଟ୍ ନୁଆ ନିୟମ୍ 202024 କେତେଦିନ୍ ପଚେ ପେଲିକ୍ସ୍ ତାର୍ ଜିଉଦି ମାଇଜି ଦୁର୍ସିଲା ସଙ୍ଗ୍ ତେଇ ଆଇଲା । ସେ ପାଉଲ୍କେ ଡାକାଇ ଜିସୁକିରିସ୍ଟକେ ବିସ୍ବାସ୍ କର୍ବା ବିସଇ, ତାର୍ କାତା ନିକକରି ସୁନ୍ଲା । အခန်းကိုကြည့်ပါ။ |
ଅଇଲେ ମିସା ଆମେ ଜାନୁ, ମସାର୍ ନିୟମର୍ ଦାବି ପୁରାପୁରୁନ୍ କଲେ ନଏଁ, ମାତର୍ ଉଜେ ଜିସୁ କିରିସ୍ଟର୍ତେଇ ବିସ୍ବାସ୍ କଲେ, ଗଟେକ୍ ଲକ୍ ପରମେସରର୍ ମୁଆଟେ ଦସ୍ ନ ରଇବା ଲକ୍ ବଲାଇଅଇସି । ତାର୍ ମୁଆଟେ ଦରମ୍ ଲକ୍ ବଲାଇଅଇବାକେ, ଆମେ ଜିଉଦିମନ୍ ମିସା ଜିସୁକିରିସ୍ଟକେ ବିସ୍ବାସ୍ କଲୁନି । କାଇକେବଇଲେ ପର୍ମେସରର୍ ମୁଆଟେ କେମିସା ନିୟମ୍ ମାନ୍ବା ଲକ୍ ଦରମ୍ ବଲି ଏଜାଇ ନ ଅଅତ୍ ।