ପେରିତ୍ 24:2 - ସତିଅର୍ ବାଟ୍ ନୁଆ ନିୟମ୍ 20202 ତାର୍ପଚେ ପାଉଲ୍କେ ତେଇଆନି ଟିଆ କରାଇଲାଇ ଆରି ତର୍ତୁଲସ୍ ଏନ୍ତି ତାକର୍ ଦାବାମନ୍ ସବୁ ଜାନାଇଲା । “ ଆଗିଆଁ, ତମେ ଗଟେକ୍ ଡାକ୍ପୁଟା ଲକ୍, ତମର୍ ନିମାନ୍ ସାସନ୍ଅନି ଆମେ ବେସି ଦିନ୍ ଦାରି ସାର୍ଦା ଅଇ ସାନ୍ତି ସଙ୍ଗ୍ ଜିଇଲୁନି, ଆମର୍ ଦେସର ମଙ୍ଗଲ୍ ପାଇ ବେସି ଦର୍କାର୍ ରଇଲା କାମ୍ମନ୍ କରାଇଆଚାସ୍ । အခန်းကိုကြည့်ပါ။ |