17 “ବେସି ବରସ୍ ଦାରି ଦୁରିକେ ରଇଲା ପଚେ, ଜିରୁସାଲେମର୍ ଲକ୍ମନର୍ ପାଇ କିଚି ଡାବୁ ନେବାକେ ଆରି ବଲିଦେବାକେ ମୁଇ ତେଇ ଜାଇରଇଲି ।
ଆସିଆ ରାଇଜେ ଆରି ବେସି ଦିନ୍ ନ ରଇକରି, ଏପିସସ୍ କଣ୍ଡିକଣ୍ଡି ଜାଜ୍ ଚାଲାଇବାକେ ପାଉଲ୍ ଟିକ୍ କଲା । ଜଦି ଅଇପାର୍ସି, ପେନ୍ଟିକସ୍ଟ୍ ଦିନେ ଜିରୁସାଲାମ୍ କେଟ୍ବାକେ ସେ ତେରେପେତେ ଅଇତେ ରଇଲା ।
ସେ ବେଲେ ତମେ ଜାଗ୍ରତ୍ ଅଇ ରୁଆ । ମୁଇ ତିନ୍ ବରସ୍ ଜାକ ଦିନ୍ ରାତି ଆଁସୁପାନି ଜରାଇ, ତମ୍କେ ଗଟେକ୍ ଗଟେକ୍ କରି, ସବୁ ଲକ୍କେ ସିକାଇ ଆଚି, ଏ କାତା ଏତାଇରୁଆ ।”
ତାର୍ ପର୍ଦିନେ ପାଉଲ୍ ସେ ଚାର୍ ଲକର୍ ସଙ୍ଗ୍ ସୁକଲ୍ ଅଇବା ବିଦି ମାନ୍ଲା । ତାର୍ ପଚେ ସେ ମନ୍ଦିରେ ଜାଇ ସୁକଲ୍ ଅଇବା କାମ୍ କେବେ ସାର୍ସି, ଆରି କେଡେବଲ୍ ବିରୁ କର୍ବାଟା ଅଇସି, ସେଟା ଜାନାଇଦେଲା ।
ସେ ବେଲା ପାଉଲ୍ ତାକେ କେତେକ୍ ଡାବୁ ଲାଚ୍ଁ ଦେଇସି ବଲି ସେ ଆସା କରି ରଇଲା, ସେଟାର୍ ପାଇ ସେ ତର୍କେ ତର୍ ତାକେ ଡାକାଇ ତାର୍ ସଙ୍ଗ୍ କାତାବାର୍ତା ଅଇବାର୍ ଦାର୍ଲା ।
ଜିଉଦା ଦେସେ ରଇବା ବିସ୍ବାସି ନ କଲା ଲକ୍ମନର୍ ଟାନେଅନି ମକେ କାଇଟା ନ ଅଅ ବଲି ପାର୍ତନା କରା । ଜିରୁସାଲାମର୍ ବିସ୍ବାସିମନ୍କେ ଜନ୍ ସାଇଜ ମୁଇ ନେଇଦେଲିନି, ସେତ୍କିରେ ସେମନ୍ ସାର୍ଦାସଙ୍ଗ୍ ରଅତ୍, ବଲି ସେଟାର୍ପାଇ ମିସା ପାର୍ତନା କରା ।
ତେବର୍ପାଇ ତିତସ୍ ଜେ କି ତମର୍ ବିତ୍ରେ ଏ କାମ୍ ଜେନ୍ତି ଆରାମ୍ କରିରଇଲା, ସେନ୍ତାରି ଆକା ତମର୍ ଆଲାଦର୍ ଦାନ୍ ସାରାଅ ବଲି ଆମେ ତାକେ ବାବୁଜିଆ କଲୁ ।
ଆମର୍ ମାପ୍ରୁ ଜିସୁକିରିସ୍ଟ ଜିବନ୍ ଦୁକାଇ ଅଇଲା ବିସଇ ତମେ ଜାନିଆଚାସ୍ । ସର୍ଗେ ସେ ବେସି ସାଉକାର୍ ଅଇରଇଲେ ମିସା ସେ ନିଜେ ଅର୍କିତ୍ ଅଇଆଇଲା । ଜେନ୍ତି କି ତାର୍ଲାଗି ତମେ ସାଉକାର୍ ଅଇସା ।
ତମେ କର୍ବା ଏ ନିକ କାମର୍ ଲାଗି ପର୍ମେସରର୍ ଲକ୍ମନ୍କେ ଲଡାକେ ଆଇବା ବିସଇ ପୁରାପୁରୁନ୍ ଅଇଲାନି । ଆରି ପର୍ମେସର୍ଟାନେ ଦନିଅବାଦ୍ ଆଜାଡି ଅଇଲାପାରା ମିସା ଅଇଲାନି ।
ସେମନ୍ ଆମ୍କେ ସେମନର୍ ଦଲେ ଅବାବେ ରଇଲା ଲକ୍ମନ୍କେ ଏତାଇତେରୁଆ ବଲି ଅବ୍କା ଏତ୍କି ଗୁଆରି କରିରଇଲାଇ । ସେ ବିସଇ କର୍ବାକେସେ ମର୍ ମନ୍ ରଇଲା ।