ପେରିତ୍ 24:12 - ସତିଅର୍ ବାଟ୍ ନୁଆ ନିୟମ୍ 202012 ମନ୍ଦିରେ କାର୍ ସଙ୍ଗ୍, ମୁଇ ଦଦାପେଲା କର୍ବାଟା ଜିଉଦିମନ୍ ଦେକି ନ ରଇଲାଇ କି ପାର୍ତନା ଗର୍ମନ୍କେ କି ଗଡର୍ କନ୍ ବିନ୍ ଜାଗାଇ ଲକ୍ମନ୍କେ ଉସ୍କାଇବାଟା ଦେକି ନ ରଇଲାଇ । အခန်းကိုကြည့်ပါ။ |
ତିନ୍ ଦିନ୍ ପଚେ ପାଉଲ୍ ସେ ଜାଗାର୍ ଜିଉଦି ନେତାମନ୍କେ ଗଟେକ୍ ସବା କର୍ବାକେ କବର୍ ପାଟାଇଲା । ସେମନ୍ ଆସି ରୁଣ୍ଡ୍ଲାଇକେ ପାଉଲ୍ ସେମନ୍କେ କଇଲା, “ଏ ଇସ୍ରାଏଲର୍ ବାଇମନ୍, ମୁଇ ଆମର୍ ଲକ୍ମନର୍ ବିରୁଦେ କି ଆମର୍ ଆନିଦାଦିମନର୍ ଟାନେଅନି ସିକିରଇବା ରିତିନିତି ବିରୁଦେ କିଚି କରିନାଇ, ଏଲେ ମିସା ଜିରୁସାଲାମର୍ ଜିଉଦିମନ୍ ମକେ ଦାରି ବନ୍ଦିଗରେ ପୁରାଇ ରମିଅମନ୍କେ ସର୍ପିଦେଲାଇ ।